ଆଛୁ
From Wikipedia, the free encyclopedia
ଆଛୁ (ଇଂରାଜୀ ନାମ – ଇଣ୍ଡିଆନ ମଲ୍ବେରୀ, ନୋନି, ଗ୍ରେଟ୍ ମୋରିଣ୍ଡା, କାନେରି ଉଡ଼) ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ଫୁଲ ଧଳା ରଙ୍ଗର ଓ ସୁଗନ୍ଧଯୁକ୍ତ । ଏହାର କାଠ ହଳଦିଆ । ଏହା ରୁବିଏସୀ (Rubiaceae) ବା ମଞ୍ଜିଷ୍ଠା କୁଳର ଏକ ବୃକ୍ଷ ।
Quick Facts ଆଛୁ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
ଆଛୁ | |
---|---|
ଆଛୁ ଗଛର ଫୁଲ ଓ ଫଳ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Gentianales |
କୁଳ: | Rubiaceae |
ପ୍ରଜାତି: | Morinda |
ଜାତି: | M. citrifolia |
ବାଇନୋମିଆଲ ନାମ | |
Morinda citrifolia | |
Close