ଯୌଗିକ ରାସାୟନିକ ପଦାର୍ଥ From Wikipedia, the free encyclopedia
ଆଟୋମେକ୍ସେଟିନ (ଇଂରାଜୀ ଭାଷାରେ Atomoxetine, ଏକ ବିକ୍ରୟ ନାମ ସ୍ଟ୍ରାଟେରା/ Strattera) ଏକ ଔଷଧ ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ADHD) ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ ।[5] ଅତି କମ୍ରେ ଏହାର ବ୍ୟବହାର ନିମନ୍ତେ ରୋଗୀର ବୟସ ୬ ବର୍ଷ ବା ଅଧିକ ହେବା ଆବଶ୍ୟକ ।[5] ଏହା ପାଟିରେ ଦିଆଯାଏ । [5]
Clinical data | |
---|---|
Trade names | Strattera, others |
Synonyms | (R)-N-Methyl-3-phenyl-3-(o-tolyloxy)propan-1-amine |
AHFS/Drugs.com | monograph |
MedlinePlus | a603013 |
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 63 to 94%[1][2][3] |
Protein binding | 98%[1][2][3] |
Metabolism | Liver, via CYP2D6[1][2][3] |
Elimination half-life | 4.5-19 hours[1][2][3][4] |
Excretion | Kidney (80%) and faecal (17%)[1][2][3] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.120.306 |
Chemical and physical data | |
Formula | C17H21NO |
Molar mass | 255.36 g/mol 291.81 g/mol (hydrochloride) |
3D model (JSmol) | |
SMILES
| |
InChI
| |
(what is this?) (verify) |
ଆଟୋମେକ୍ସେଟିନର ପାର୍ଶ୍ୱ ପ୍ରତିକ୍ରିୟାରେ ଉଦର ଯନ୍ତ୍ରଣା, ଅରୁଚି, ଅଇ, ଥକ୍କା ଅନୁଭବ ଓ ମୁଣ୍ଡ ଓଜନିଆ ଲାଗିପାରେ । [5] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଞ୍ଜିଓଇଡିମା, ଯକୃତ ସମସ୍ୟା, ସ୍ଟ୍ରୋକ, ସାଇକୋସିସ, ହୃତପିଣ୍ଡ ସମସ୍ୟା, ଆତ୍ମହତ୍ୟା ପ୍ରବଣ ଓ ଆକ୍ରମଣାତ୍ମକ ବ୍ୟବହାର ଦେଖାଯାଇପାରେ ।[5][6] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହାର ପ୍ରତିକ୍ରିୟା ସ୍ପଷ୍ଟ ହୋଇନାହିଁ ।[7] ଆଟୋମେକ୍ସେଟିନ ଏକ ନରେପିନେଫ୍ରିନ ରିଅପଟେକ ଇନହିବିଟର (norepinephrine reuptake inhibitor) ଭାବରେ କାମ କରେ । [5]
ସନ ୨୦୦୨ରେ ଆଟୋମେକ୍ସେଟିନ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[5] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫୩ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୭୭ ଆମେରିକୀୟ ଡଲାର ।[8] ସନ ୨୦୧୬ରେ ଏହାର ୨ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୪୫ତମ ସ୍ଥାନରେ ଥଲା ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.