ଡେସଭେନଲାଫାକ୍ସିନ
From Wikipedia, the free encyclopedia
ଡେସଭେନଲାଫାକ୍ସିନ (ଇଂରାଜୀ ଭାଷାରେ Desvenlafaxine, ଏକ ବିକ୍ରୟ ନାମ ପ୍ରିଟିସ୍କ/ Pristiq) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀର ଚିକିତ୍ସାରେ ବ୍ୟବହୃତ ହୁଏ ।[1] ଏହି ଔଷଧ ଯୋଗୁ ଆଠ ସପ୍ତାହ ପର୍ଯ୍ୟନ୍ତ ଉପକାର ମିଳିବା ସପକ୍ଷରେ ପ୍ରମାଣ ମିଳିଛି ।[1] ଭେନଲାଫାକ୍ସିନ ଅପେକ୍ଷା ଏହା କମ୍ ପ୍ରଭାବଶାଳୀ ।[2] ଏହାକୁ ପାଟିରେ ଦିଆଯାଏ ।[1]
Clinical data | |
---|---|
Trade names | Pristiq, Desfax, Ellefore, others |
Synonyms | O-desmethylvenlafaxine |
AHFS/Drugs.com | monograph |
MedlinePlus | a608022 |
data |
|
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 80% |
Protein binding | Low (30%) |
Metabolism | CYP3A4, (CYP2D6 is not involved) |
Elimination half-life | 11 h |
Excretion | 45% excreted unchanged in urine |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.149.615 |
Chemical and physical data | |
Formula | C16H25NO2 |
Molar mass | 263.38 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଡେସଭେନଲାଫାକ୍ସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ନିଦ୍ରା ସମସ୍ୟା (trouble sleeping), ଅଧିକ ଝାଳ ବୋହିବା, କାଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ, ଉଦ୍ବେଗ ଓ ଯୌନ ସମସ୍ୟା ହୋଇପାରେ ।[1] ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ପ୍ରବଣ ବିଶେଷତଃ ୨୬ ବର୍ଷ ବୟସରୁ କମ୍ ଥିଲେ, ସେରୋଟୋନିନ ସିଣ୍ଡ୍ରୋମ, ରକ୍ତସ୍ରାବ, ମାନିଆ (mania) ଓ ଉଚ୍ଚ ରକ୍ତଚାପ ହୋଇପାରେ । [1] ଔଷଧ ନେବାର ମାତ୍ରା ଶୀଘ୍ର କମେଇଦେଲେ ଉଇଥଡ୍ରଆଲ ସିଣ୍ଡ୍ରୋମ ହୋଇପାରେ ।[1] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[3] ଏହା ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ ଇନହିବିଟର serotonin-norepinephrine reuptake inhibitor/ SNRI) ଶ୍ରେଣୀର ଏହା ଅବସାଦରୋଧୀ (antidepressant) ଔଷଧ । [1]
ସନ ୨୦୦୮ରେ ପେଟେଣ୍ଟ ହେବା ପରେ ସନ ୧୯୯୬ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଡେସଭେନଲାଫାକ୍ସିନ ଯୁକ୍ତରାଷ୍ଟ୍ରରେ ଡେସଭେନଲାଫାକ୍ସିନ ସ୍ୱୀକୃତ ହୋଇଥିଲା ।[1] ସନ ୨୦୦୯ରେ ୟୁରୋପରେ ଏହା ମନା କରାଯାଇଥିଲା ।[2] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫.୨୦ ଆମେରିକୀୟ ଡଲାର ଥିଲା ।[4] ସନ ୨୦୧୬ରେ ଏହାର ଏକ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୨୭୨ତମ ସ୍ଥାନରେ ଥିଲା ।[5]