ତାରକସି କାମFrom Wikipedia, the free encyclopedia ତାରକସି କାମ ଏକ ଭାରତୀୟ ଧାତୁକଳା । ଏହା ଓଡ଼ିଶାର କଟକରୁ ଆରମ୍ଭ ହୋଇଥିଲା ।[1] ବଣିଆମାନେ ମୁଖ୍ୟତଃ ରୂପାର ସୂକ୍ଷ୍ମ ତାରରେ ଅଳଙ୍କାର ଓ ଅନ୍ୟାନ୍ୟ ସାଜସଜ୍ଜା ସରଞ୍ଜାମ ତିଆରି କରିଥାନ୍ତି ।[2] କଟକର ରୂପା ତିଆରି ତରକାଶୀ କାନଫୁଲ ନାରୀମାନେ ଜୁଡ଼ାରେ ଖୋସୁଥିବା ରୂପା ତାରକସି ବେଲକଣ୍ଟା
ତାରକସି କାମ ଏକ ଭାରତୀୟ ଧାତୁକଳା । ଏହା ଓଡ଼ିଶାର କଟକରୁ ଆରମ୍ଭ ହୋଇଥିଲା ।[1] ବଣିଆମାନେ ମୁଖ୍ୟତଃ ରୂପାର ସୂକ୍ଷ୍ମ ତାରରେ ଅଳଙ୍କାର ଓ ଅନ୍ୟାନ୍ୟ ସାଜସଜ୍ଜା ସରଞ୍ଜାମ ତିଆରି କରିଥାନ୍ତି ।[2] କଟକର ରୂପା ତିଆରି ତରକାଶୀ କାନଫୁଲ ନାରୀମାନେ ଜୁଡ଼ାରେ ଖୋସୁଥିବା ରୂପା ତାରକସି ବେଲକଣ୍ଟା