କଟକ
ଓଡ଼ିଶାର ପୂର୍ବତମ ରାଜଧାନୀ ଓ ଦ୍ଵିତୀୟ ବୃହତ୍ତମ ସହର / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts କଟକ, ଦେଶ ...
କଟକ | |
---|---|
ମହାନଗର | |
Nickname(s): ମିଲେନିଅମ୍ ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କଟକ |
କଟକ | ଖ୍ରୀ.ଅ. ୯୮୯ |
Founded by | ମର୍କତ କେଶରୀ |
Named for | ପ୍ରାଚୀନ ଉତ୍କଳର ସୈନ୍ୟ ଛାଉଣି |
Government | |
• Body | ମହାନଗର ନିଗମ |
• ମ୍ୟୁନିସିପାଲ କମିସନର | ଅନନ୍ୟା ଦାସ |
• ମେୟର | ଅନୀତା ବେହେରା |
Area | |
• ସମୁଦାୟ | 398 km2 (154 sq mi) |
Elevation | 36 m (118 ft) |
Population (2010)[1] | |
• Total | ୯,୨୧,୩୨୧ |
• Rank | ୭୦ |
• Density | 4,382.23/km2 (11,349.9/sq mi) |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫.୩୦ (ଆଇ.ଏସ୍.ଟି) |
ପିନ୍ | ୭୫୩୦xx/୭୫୪xxx |
ଦୁରଭାଷ କୋଡ | ୦୬୭୧- |
ଯାନବାହାନ ପଞ୍ଚୀକରଣ | OR-05/OD-05 |
Website | cmccuttack |
Close
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ତଥା ରାଜଧାନୀ ଭାବେ ପ୍ରତିଷ୍ଠିତ ।[2][3] ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୭୨ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।