ନୀଳକଣ୍ଠ ଦାସ
ଓଡ଼ିଆ ଲେଖକ,ସାମ୍ବାଦିକ ଓ ସ୍ଵାଧିନତା ସଂଗ୍ରାମୀ / From Wikipedia, the free encyclopedia
ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ ।
Quick Facts ପଣ୍ଡିତ ନୀଳକଣ୍ଠ ଦାସ, ବାଚସ୍ପତି, ଓଡ଼ିଶା ବିଧାନ ସଭା ...
ପଣ୍ଡିତ ନୀଳକଣ୍ଠ ଦାସ | |
---|---|
ବାଚସ୍ପତି, ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୭ ମଇ ୧୯୫୭ – ୧ ଜୁଲାଇ ୧୯୬୧ | |
ପୂର୍ବ ଅଧିକାରୀ | ନନ୍ଦ କିଶୋର ଦାସ |
ପର ଅଧିକାରୀ | ଲିଙ୍ଗରାଜ ପାଣିଗ୍ରାହୀ |
ବିଧାୟକ, ସତ୍ୟବାଦୀ | |
କାର୍ଯ୍ୟକାଳ ୧୯୫୧ – ୧୯୬୧ | |
ପର ଅଧିକାରୀ | ରାଜ ରାଜଦେବ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1884-08-05)୫ ଅଗଷ୍ଟ ୧୮୮୪ ଶ୍ରୀରାମଚନ୍ଦ୍ରପୁର, ସାକ୍ଷୀଗୋପାଳ, ପୁରୀ, ଓଡ଼ିଶା |
ମୃତ୍ୟୁ | ୬ ନଭେମ୍ବର ୧୯୬୭(1967-11-06) (ବୟସ ୮୩) |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରାଧାମଣି ଦେବୀ |
ସନ୍ତାନ | ୨ପୁଅ ଓ ୩ ଝିଅ |
ଶିକ୍ଷାନୁଷ୍ଠାନ | କଲିକତା ବିଶ୍ୱବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ |
ବୃତ୍ତି | ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଲେଖକ, ବାଗ୍ମୀ, କବି |
ପେଷା | ଶିକ୍ଷକ |
ୱେବସାଇଟ | ବିଧାନ ସଭା ସଭ୍ୟ ପୃଷ୍ଠା |
Close