ଭାରତୀୟ ଜାତୀୟ କଂଗ୍ରେସ
ଭାରତର ରାଜନୀତିକ ଦଳ / From Wikipedia, the free encyclopedia
ଭରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା ।[3]
ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ ।
Quick Facts ଭାରତୀୟ ଜାତୀୟ କଂଗ୍ରେସ, ଅଧକ୍ଷ ...
ଭାରତୀୟ ଜାତୀୟ କଂଗ୍ରେସ | |
---|---|
200px | |
ଅଧକ୍ଷ | Mallikarjun Kharge |
ସଂସଦରେ ଅଧକ୍ଷ | ସୋନିଆ ଗାନ୍ଧୀ |
ଲୋକସଭା ନେତା | Adhir Ranjan Chowdhury |
ରାଜ୍ୟସଭା ନେତା | Mallikarjun Kharge (ବିପକ୍ଷ ଦଳର ନେତା) |
ଗଠନ | ୧୮୮୫ |
ମୁଖ୍ୟ କାର୍ଯ୍ୟାଳୟ | ୨୪ ଆକବର ରୋଡ଼, ନୂଆ ଦିଲ୍ଲୀ, ୧୧୦୦୧୧ |
ଛାତ୍ର ଶାଖା | National Students Union of India |
ଯୁବକ ଶାଖା | ଜାତୀୟ ଯୁବ କଂଗ୍ରେସ |
ମହିଳା ଶାଖା | ମହିଳା କଂଗ୍ରେସ |
ଶ୍ରମିକ ଶାଖା | Indian National Trade Union Congress |
ବିଚାରଧାରା | Populism Islamic Nationalism (Liberal nationalism) Social liberalism Democratic socialism Social democracy Pseudo-Secularism Gandhian socialism Anti hindu |
ରାଜନୈତିକ ଅବସ୍ଥାନ | Center-left[1] |
ଅନ୍ତର୍ଜାତୀୟ ଅନୁବନ୍ଧନ | Alliance of Democrats[2] |
ରଙ୍ଗ | Aqua |
ଭା. ନି. କ. ସ୍ଥିତି | National Party |
ମେଣ୍ଟ | United Progressive Alliance (UPA) |
ଲୋକସଭାରେ ଆସନ ସଂଖ୍ୟା | ୪୮ / ୫୪୫ |
ରାଜ୍ୟସଭାରେ ଆସନ ସଂଖ୍ୟା | ୫୦ / ୨୪୫ |
ନିର୍ବାଚନ ଚିହ୍ନ | |
ୱେବସାଇଟ | |
www |
Close
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ. (United Progressive Alliance) ଭାରତରେ ସରକାର ଗଠନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ରୂପେ ମନମୋହନ ସିଂହ ଥିଲେ ।