ପୁଷ୍ପଗିରି ମହାବିହାର
From Wikipedia, the free encyclopedia
ପୁଷ୍ପଗିରି ମହାବିହାର (ପୁଫଗିରି ମହାବିହାର ନାମରେ ମଧ୍ୟ ଜଣା) ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ଏକ ପୁରାତନ ଓ ପ୍ରମୁଖ ବୌଦ୍ଧ ମହାବିହାର ଥିଲା ଯାହା ଭାରତୀୟ ଉପମହାଦେଶର ଏକ ମୁଖ୍ୟ ମହାବିହାର ଭାବରେ ୧୧ଶ ଶତାବ୍ଦୀ ଯାଏଁ କାର୍ଯ୍ୟକ୍ଷମ ଥିଲା ।[1][2]
Quick Facts ଅଲଗା ନାଆଁ, ଅଞ୍ଚଳ ...
ପୁଷ୍ପଗିରି ମହାବିହାର | |
ରତ୍ନଗିରିର ବୌଦ୍ଧ ବିହାର | |
ପୁଷ୍ପଗିରିର ଅବସ୍ଥାନ | |
ଅଲଗା ନାଆଁ | ପୁଫଗିରି ମହାବିହାର |
---|---|
ଅଞ୍ଚଳ | ଯାଜପୁର ଜିଲ୍ଲା, ଓଡ଼ିଶା |
ଦିଗବାରେଣି | |
ଇତିହାସ | |
ଚଳଣି | ବୌଦ୍ଧବାଦ |
ସ୍ଥାନ ଟୀକା | |
ଅବସ୍ଥା | ଭଗ୍ନାଂଶ |
Close
ବୌଦ୍ଧବାଦ |
ଇତିହାସ |
ଧର୍ମ ବା ମତବାଦ ଚାରୋଟି ସତ |
ଆଚରଣ ତିନୋଟି ରତନ |
ନିବାଣ |
ପରମ୍ପରା ·
ଧର୍ମଗ୍ରନ୍ଥ |