ମମତା ଦାଶ
ଓଡ଼ିଆ ସାହିତ୍ୟିକ / From Wikipedia, the free encyclopedia
ମମତା ଦାଶ (ଜନ୍ମ: ୪ ଅକ୍ଟୋବର ୧୯୪୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବୀ ଓ ଅନୁବାଦକ ।[2] କ୍ଷୁଦ୍ରଗଳ୍ପ, ଉପନ୍ୟାସ, ଅନୁବାଦ ଓ କବିତା[3] ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି ।
Quick Facts ମମତା ଦାଶ, ଜନ୍ମ ...
ମମତା ଦାଶ | |
---|---|
ଜନ୍ମ | (1947-10-04) ୪ ଅକ୍ଟୋବର ୧୯୪୭ (ବୟସ ୭୬) |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ବାଳିକା ବିଦ୍ୟାଳୟ |
ପ୍ରସିଦ୍ଧି | ସାହିତ୍ୟିକ |
ପିତାମାତା | ରାମଚନ୍ଦ୍ର ମହାପାତ୍ର ପଙ୍କଜମାଳା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ |
Close