ଆଲ୍‌କା ୟାଗ୍ନିକ୍‌

ଜଣେ ଶାସ୍ତ୍ରୀୟ ସଙ୍ଗୀତଙ୍ଗ୍ୟ From Wikipedia, the free encyclopedia

ଆଲ୍‌କା ୟାଗ୍ନିକ୍‌
Remove ads

ଆଲ୍‌କା ୟାଗ୍ନିକ୍‌(୨୦ ମାର୍ଚ ୧୯୬୬) ଭାରତୀୟ ବଲିଉଡର ଜଣେ ପ୍ରସିଦ୍ଧ ଗାୟିକା । ସେ ୭ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି ।

Quick facts Alka Yagnik, Background information ...
Remove ads

ବ୍ୟକ୍ତିଗତ ଜୀବନ

ଆଲ୍‌କା ୟାଗ୍ନିକ୍‌ କଲିକତାର ହିନ୍ଦୁ ପରିବାରରୁ ଜନ୍ମ । ତାଙ୍କ ମା ଶୁଭ୍ରା ୟାଗ୍ନିକ୍‌ ଜଣେ ଶାସ୍ତ୍ରୀୟ ସଙ୍ଗୀତଙ୍ଗ୍ୟ ଥିଲେ । ମାତ୍ର ୬ ବର୍ଷ ବୟସରେ ସେ ଆକାଶବାଣୀରେ ଗୀତ ଗାଇଥିଲେ ।

କ୍ୟାରିୟର

ଆଲ୍‌କା ୟାଗ୍ନିକ୍‌ ପ୍ରଥମେ ୧୯୮୦ରେ ପାୟଲ କି ଝଙ୍କାର ଚଳଚ୍ଚିତ୍ର ପାଇଁ କଣ୍ଠ ଦାନ କରିଥିଲେ । ପରେ ପରେ ୧୯୮୧ରେ ଲାୱାରିସ, ୧୯୮୨ରେ ମେରେ ଆଙ୍ଗନ ମେ ଚଳଚ୍ଚିତ୍ର ପାଇଁ ସେ ଗୀତ ଗାଇଥିଲେ । ସେ ସବୁଠୁ ବଡ଼ ସଫଳତା ଏକ ଦୋ ତିନ ଗୀତ ପାଇଁ (ତେଜାବ) ମିଳିଥିଲା ଯାହା ପାଇଁ ସେ ପ୍ରଥମ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ । ହିନ୍ଦୀ ବ୍ୟତୀତ ସେ ଉର୍ଦ୍ଦୁ-ହିନ୍ଦୀ,ଗୁଜରାଟୀ,ଆୱାଧି,ଓଡ଼ିଆ,ଆସାମୀ,ମଣିପୁରୀ,ନେପାଳି,ରାଜସ୍ଥାନୀ,ଭୋଜପୁରୀ,ପଞ୍ଜାବୀ,ମରାଠି,ତେଲୁଗୁ,ତାମିଲ,ଇଂରାଜୀ ମାଲୟାଲମକାନାଡା ଆଦି ଭାଷାରେ କଣ୍ଠ ଦାନ କରିଛନ୍ତି ।

Remove ads

ବଲିଉଡ ଫିଲ୍ମରେ ଅବଦାନ

More information Year, Film ...
Remove ads
Loading related searches...

Wikiwand - on

Seamless Wikipedia browsing. On steroids.

Remove ads