ଡକ୍ସିଲାମାଇନ

ଡକ୍ସିଲାମାଇନ ଏକ ପ୍ରଥମ ଶ୍ରେଣୀର ଆଣ୍ଟିହିସ୍ଟାମିନ ଔଷଧ ଯାହା ନିଦ୍ରାହୀନତା ଏବଂ ଆଲର୍ଜିର ଚିକିତ୍ସା ପାଇଁ ଦି From Wikipedia, the free encyclopedia

ଡକ୍ସିଲାମାଇନ
Remove ads

ଡକ୍ସିଲାମାଇନ ଏକ ପ୍ରଥମ ଶ୍ରେଣୀର ଆଣ୍ଟିହିସ୍ଟାମିନ ଔଷଧ ଯାହା ନିଦ୍ରାହୀନତା ଏବଂ ଆଲର୍ଜିର ଚିକିତ୍ସା ପାଇଁ ଦିଆଯାଏ ।[] ନିଦ୍ରାହୀନତା ପାଇଁ ଏହାର ବ୍ୟବହାର ସ୍ୱଳ୍ପ ମିଆଦି ହେବା ଉଚିତ୍ ।[] ଏହାର ପ୍ରଭାବ ପ୍ରାୟ ଅଧ ଘଣ୍ଟା ମଧ୍ୟରେ ଅନୁଭୂତ ହୁଏ । ଅଇଗର୍ଭଧାରଣର ବାନ୍ତି ପାଇଁ ଜୀବସାର ବି ସ‌ହିତ ଏହା ଦିଆଯାଏ ।[] ଏହା ପାଟିରେ ଦିଆଯାଏ ।[]

Quick facts Clinical data, Trade names ...

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଅନୁଭବ ହୁଏ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ମୂତ୍ର ଅବଧାରଣ ଏବଂ ଗ୍ଲକୋମା ହୋଇପାରେ ।[] ପିଲାମାନେ ଅଶାନ୍ତ ହୋଇପାରନ୍ତି ।[] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ଜଣାଯାଏ ।[] ଏହା ଏଚ୧ ରିସେପ୍ଟରର ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

ଡକ୍ସିଲାମାଇନ ପ୍ରଥମେ ୧୯୪୮ ମସିହାରେ ବର୍ଣ୍ଣନା କରାଯାଇ ଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] [] ୨୦୨୦ ମସିହା ସୁଦ୍ଧା ୨୫ ମିଗ୍ରାର ୩୦ଟି ଟାବଲେଟ୍ ପାଇଁ ଏହାର ମୂଲ୍ୟ ୧୦ ଡଲାରରୁ କମ୍ ଅଟେ ।

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads