ୟୁଟ୍ୟୁବ ଏକ ଆମେରିକୀୟ ୱେବସାଇଟ, ଯେଉଁଠାରେ ଭିଡିଓକୁ ଅପଲୋଡ଼ କରି ଅନ୍ୟମାନଙ୍କ ସହିତ ସେୟାର କରାଯାଏ । ଏହା ଫେବୃଆରୀ ୨୦୦୫ ମସିହାରେ ପେପାଲ୍ କଂପାନୀର କିଛି ପୂର୍ବତନ କର୍ମଚାରୀଙ୍କଦ୍ୱାରା ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ସାନ୍ ବ୍ରୁନୋ, କାଳିଫର୍ନିଆରେ ଅବସ୍ଥିତ । ୨୦୦୬ ମସିହାରେ ଏହାକୁ ଗୁଗୁଲ କିଣିନେଇଥିଲା । ଗୁଗୁଲ୍ ସର୍ଚ୍ଚ ପରେ ଏହା ହେଉଛି ୨ୟ ୱେବ୍ସାଇଟ୍ ଯେଉଁଠିକୁ ଅଧିକ ଲୋକ ବ୍ୟବହାର କରନ୍ତି । ମଇ ୨୦୧୯ର ଏକ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍ରେ ପ୍ରତି ମିନିଟ୍ରେ ୫୦୦ ଘଣ୍ଟାରୁ ଅଧିକ ଭିଡିଓ ଅପଲୋଡ଼ କରାଯାଉଥିଲା ।[ ୩] [ ୪]
Quick Facts Type, ତିଆରି କରାଯାଇଥିଲା ...
YouTube, LLC Type Subsidiary of Google , limited liability company ତିଆରି କରାଯାଇଥିଲା ଫେବୃଆରୀ 14, 2005 (2005-02-14 ) ପ୍ରତିଷ୍ଠାତା Steve Chen , Chad Hurley , Jawed Karim ମୂଖ୍ୟସ୍ଥାନ 901 Cherry Ave, San Bruno , California , United States ସେବା ପରିସର Worldwide (except blocked countries ) ମୁଖ୍ୟ ଲୋକ Susan Wojcicki (CEO) Chad Hurley (Advisor)କେଉଁ ପ୍ରକାରର କମ୍ପାନୀ Internet ମୂଳ କମ୍ପାନୀ Independent (2005–2006) Google (2006–present) ସ୍ଳୋଗାନ Broadcast Yourself (2005–2012) ବେବସାଇଟ YouTube.com (see list of localized domain names )ଆଲେକ୍ସା ସ୍ଥାନ 3 (March 2014[ update] )[ ୧] ସାଇଟର ପ୍ରକାର Video hosting service ଅନଲାଇନ ପ୍ରଚାର Google AdSense ଖାତାଖୋଲା Optional (Only required for certain tasks such as uploading videos, viewing flagged videos, viewing flagged comments, liking videos, adding videos to playlists and commenting on videos) ମିଳୁଥିବା ସଂସ୍କରଣ 61 language versions available through user interface[ ୨] ପ୍ରଥମେ ଆସିଥିଲା ଫେବୃଆରୀ 14, 2005 (2005-02-14 ) ଏବେକାର ସ୍ଥିତି Active
Close
ୟୁଟୁବ ଲୋଗୋ