ଅଭିଶପ୍ତ ଗନ୍ଧର୍ବ
From Wikipedia, the free encyclopedia
ଅଭିଶପ୍ତ ଗନ୍ଧର୍ବ ମହାପାତ୍ର ନୀଳମଣି ସାହୁଙ୍କ ରଚିତ ଏକ ଗପ ସଙ୍କଳନ ।[1] ଏହା ୧୯୮୧ମସିହାରେ ପ୍ରକାଶ ପାଇଥିଲା ଓ କଥାକାର ମହାପାତ୍ର ନୀଳମଣି ସାହୁଙ୍କୁ ଏଥି ପାଇଁ ୧୯୮୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[2] ପୁସ୍ତକଟି ଅନ୍ୟ ଭାରତୀୟ ଭାଷା[3] ଓ ଇଂରାଜୀକୁ ମଧ୍ୟ ଅନୁବାଦିତ ହୋଇଛି ।[4]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
Quick Facts ଅଭିଶପ୍ତ ଗନ୍ଧର୍ବ, ଲେଖକ ...
ଅଭିଶପ୍ତ ଗନ୍ଧର୍ବ | |
---|---|
ଲେଖକ | ମହାପାତ୍ର ନୀଳମଣି ସାହୁ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଗପ ସଙ୍କଳନ |
ପ୍ରକାଶ ତାରିଖ | ୧୯୮୧ |
ପୃଷ୍ଠା | ୨୯୨ |
Close
ପୁସ୍ତକଟିରେ ୯ଟି ଗଳ୍ପ ସହିତ, ଲେଖକଙ୍କର ଆତ୍ମକଥାତ୍ମକ ଲେଖାଟିଏ ସ୍ଥାନ ପାଇଥିଲା । ସମସ୍ତଗପରେ ଲେଖକଙ୍କ ହିଁ ମୁଖ୍ୟ ଚରିତ୍ର ଭାବରେ ରହିଥିଲେ ।[5]