ଆଲାହାବାଦ ସଂଗ୍ରହାଳୟ , ଭାରତୀୟରାଜ୍ୟ ଉତ୍ତର ପ୍ରଦେଶର ଆଲାହାବାଦ[1][2]ଠାରେ ଅବସ୍ଥିତ ଏକ ଜାତୀୟ ସ୍ତରର ସଂଗ୍ରହାଳୟ । ଏହା 1931[3]ରେ ସ୍ଥାପିତ ହେଇଥିଲା । ଏଥିରେ ଅନେକ ପ୍ରାଚୀନ ଓ ଦୁର୍ଲଭା ଏଇତିହାସିକ ବସ୍ତୁ ସମୂହ ଓ କଳା କୃତି  ରକ୍ଷା ଯାଇଛି ।  ଏହା ଭାରତ ସରକାରଙ୍କ ସଂସ୍କୃତି ବିଭାଗଦ୍ୱାରା ଅନୁଦାନ ପ୍ରାପ୍ତ 

Quick Facts ସ୍ଥାପିତ, ଅବସ୍ଥାନ ...
ଆଲାହାବାଦ ସଂଗ୍ରହାଳୟ
Thumb
ଆଲାହାବାଦ ସଂଗ୍ରହାଳୟ
ସ୍ଥାପିତ1931
ଅବସ୍ଥାନ10 Kasturba Gandhi Marg, Allahabad
ପ୍ରକାରNational Museum
ୱେବସାଇଟtheallahabadmuseum.com
Close

ସଂଗ୍ରହ 

ଏହି ମୁଜିଅମରେ ମଥୁରା , ଭୂମରା , ଜସମତ ଅଞ୍ଚଳର ସ୍ଥାପତ୍ୟିକ ବସ୍ତୁ , କଉସାମ୍ବିର ଟେରାକୋଟା ଅଙ୍କନ ସବୁ , ନିକୋଲାସ ରୋଏଇଚଙ୍କ ଅଙ୍କିତା ଦୁର୍ଲଭ ଚିତ୍ର ଓ ବେଙ୍ଗଲ ଆର୍ଟ ସ୍କୁଲର ଚିତ୍ରାବଳି ରହିଛି । ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆତ୍ମଜୀବନୀର ମୂଳ ପାଣ୍ଡୁଲିପି , ଚନ୍ଦ୍ରଶେଖର ଅଜଡଙ୍କ .32 ପିସ୍ତଲ ଇତ୍ୟାଦି ବହୁମୂଲ୍ୟ ପ୍ରାଚୀନ ବସ୍ତୁ ଏଠାରେ ରହିଛି । 

ଅବସ୍ଥିତି 

କମଳା ନେହେରୁ ମାର୍ଗଠାରେ ଅ୍ଯାଲ୍ଫ୍ରେଡ ପାର୍କର ସନ୍ନିକଟରେ ଏହାର ଅବସ୍ଥିତି । ଏଠାରେ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜଦ ତାଙ୍କ ପ୍ରାଣବଳି ଦେଇଥିଲେ । 

ପୁନଶ୍ଚ ଦେଖଣା 

  • List of tourist attractions in Allahabad
  • List of museums in India

ଆଧାର 

ବାହାର ଲିଙ୍କ 

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.