From Wikipedia, the free encyclopedia
ଉଇକିମିଡ଼ିଆ ଫାଉଣ୍ଡେସନ, Inc. ଏକ ଆମେରିକୀୟ ଅଣଲାଭକାରି ଦାତବ୍ୟ ସଙ୍ଗଠନ ଯାହା ଯୁକ୍ତରାଷ୍ଟ୍ର ଆମେରିକାର ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆଠାରେ ଅବସ୍ଥିତ ଓ ଆଗରୁ ଏହା ଅବସ୍ଥିତ ଥିବା ଫ୍ଲୋରିଡ଼ା ରାଜ୍ୟର ଅନୁଶାସନ ଦେଇ ପରିଚାଳିତ । ଏହା ଅନେକଗୁଡ଼ିଏ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା; ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା, ଉଇକିପୋଥି, ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର, ମେଟା-ଉଇକି ଓ ଏହାର ଅଚଳ ପ୍ରକଳ୍ପ, ନୁପିଡ଼ିଆ ଆଦିକୁ ପରିଚାଳନ କରିଥାଏ । ଏହାର ମୁଖ୍ୟ ପ୍ରକଳ୍ପ ଉଇକିପିଡ଼ିଆ ଜଗତର ସବୁଠାରୁ ଅଧିକ ପଢ଼ାଯାଉଥିବା ୧୦ଟି ସାଇଟ ଭିତରୁ ଗୋଟିଏ ।[5] ଏହି ସଙ୍ଗଠନର ଆରମ୍ଭ ବିଦ୍ଧିବଦ୍ଧ ଭାବରେ ଜୁନ ୨୦, ୨୦୦୩ରେ ଉଇକିପିଡ଼ିଆର ସହ-ପ୍ରତିଷ୍ଠାତା ଜିମି ଉଏଲସ,[6]ଙ୍କ ଦେଇ ହୋଇଥିଲା ଯେ ଉଇକିପିଡ଼ିଆକୁ ନିଜ କମ୍ପାନୀ ବୋମିସ ସହ ପରିଚାଳନା କରୁଛନ୍ତି ।[7]
ଉଇକିମିଡ଼ିଆ ଫାଉଣ୍ଡେସନର ଲୋଗୋ | |
ପ୍ରକାର | 501(c)(3) ଦାତବ୍ୟ ସଙ୍ଗଠନ |
---|---|
ପ୍ରତିଷ୍ଠା କାଳ | ସେଣ୍ଟ ପିଟର୍ସବର୍ଗ, ଫ୍ଲୋରିଡ଼ା, ଯୁକ୍ତରାଷ୍ଟ୍ର ଆମେରିକା ଛାଞ୍ଚ:Foundation date |
ଅବସ୍ଥିତି | ସାନ ଫ୍ରାନସିସ୍କୋ, କାର୍ଲିଫର୍ଣ୍ଣିଆ, ଯୁକ୍ତରାଷ୍ଟ୍ର ଆମେରିକା/ ଲସାଅଞ୍ଜେଲସ, କାର୍ଲିଫର୍ଣ୍ଣିଆ (ପଞ୍ଜିକୃତ ପ୍ରତିନିଧି) |
ମୂଳ ଲୋକ | ଟିଙ୍ଗ ଚେନ,, ଚେଆର ଅଫ ବୋର୍ଡ଼ ଜିମି ଉଏଲସ, ଚେଆରମ୍ୟାନ ଏମିରେଟସ[1] ସୁ ଗାର୍ଡ଼ନର, ଏକ୍ଜକ୍ୟୁଟିଭ ଡାଇରେକ୍ଟର |
ମୂଳ କ୍ଷେତ୍ର | ଜାଗତିକ |
ଲକ୍ଷ | ଖୋଲା, ମାଗଣା ବିଷୟବସ୍ତୁ, ଉଇକି-ଭିତ୍ତିକ ଇଣ୍ଟରନେଟ ପ୍ରକଳ୍ପମାନ |
ବିଧି | ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା, ଉଇକିପୋଥି, ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିଭର୍ସିଟି, ଉଇକିମିଡ଼ିଆ ଇନକୁବେଟର ଓ ମେଟାଉଇକି |
ଖଜଣା | US$10,632,254 (July – December 2009)[2] |
ସ୍ଵେଚ୍ଛାସେବୀ | 350,000 (2005)[3] |
କର୍ମଚାରୀ | 75 (as of July 2011)[4] |
ୱେବସାଇଟ | wikimediafoundation.org |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.