କାଗୁରା
ଏକ ପାରମ୍ପାରିକ ନାଚ / From Wikipedia, the free encyclopedia
କାଗୁରା (神楽 ବା かぐら: ଈଶ୍ବରଙ୍କ ମନୋରଞ୍ଜନ) ହେଉଛି ଏକ ଶିଣ୍ଟୋ ପାରମ୍ପରିକ ନୃତ୍ଯ । ଏହା ପାରମ୍ପରିକ କଳା କାମିଗାକାରୀରୁ (神懸 ବା かみがかり: ଭବିଷ୍ଯବାଣୀର ଦୈବିକରଣରୁ) ସଂଗୃହିତ । ଏବେ ଏହା ଏକ ଜୀବନ୍ତ ଲୋକ ସଂସ୍କୃତି ଭାବେ ପରିଚିତ । ଏହା ମୁଖ୍ଯତଃ ଶିମାନେ ଉପରାଜ୍ଯରେ ବହୁଳ ପ୍ରସାରିତ ।[1] ହିରୋଶିମାରେ ମଧ୍ଯ ଏହା ପ୍ରସାର ଲାଭ କରିଛି ।
- ଏହି ଲେଖାଟି ଜାପାନୀ ନୃତ୍ଯ ବାବଦରେ । ବାକିସବୁ ପାଇଁ, କାଗୁରା (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।