From Wikipedia, the free encyclopedia
Ketamine, ବିକ୍ରୟ ନାମ Ketalar ଏକ ଔଷଧ ଯାହା ନିଶ୍ଚେତକ ଭାବରେ ବ୍ୟବହୃତ ହୁଏ (anesthesia) ।[4] ଏହା ଏକ ଅଚେତନ ଅବସ୍ଥା ସୃଷ୍ଟି କରେ ଯେଉଁଥିରେ ମାନବର ସମାଧି ଭଳି ଏକ ଅବସ୍ଥା ଆସେ ଓ ଯନ୍ତ୍ରଣାଶୂନ୍ୟ, ପ୍ରଶାନ୍ତ ଅବସ୍ଥା ଓ ସ୍ମୃତି ଶୁନ୍ୟତା ଲାଭ କରେ ।[5] କ୍ରନିକ ଯନ୍ତ୍ରଣା ହେଉଥିଲେ ଓ ଇଣ୍ଟେନସିଭ କେୟାରରେ ଏହି ଔଷଧ ପ୍ରଶାନ୍ତି ନିମନ୍ତେ ଦିଆଯାଏ । [6][7] ହୃତ୍ପିଣ୍ଡ କ୍ରିୟା, ଶ୍ୱାସକ୍ରିୟା ଓ ଶ୍ୱାସନଳୀ ରିଫ୍ଲେକ୍ସ ସାଧାରଣ ରହେ ।[5] ଏହି ଔଷଧର ଇଞ୍ଜେକସନ ଦେଲେ ୫ ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୁଏ ଓ ୨୫ ମିନିଟ ପର୍ଯ୍ୟନ୍ତ ରହେ । [3][4]
Clinical data | |
---|---|
AHFS/Drugs.com | Consumer Drug Information |
data |
|
Pregnancy category |
|
Addiction liability | Low–moderate[1] |
Routes of administration | IV, IM, insufflated, oral, topical |
ATC code |
|
Legal status | |
Legal status |
|
Pharmacokinetic data | |
Metabolism | Liver, primarily by CYP3A4[2] |
Onset of action | < 5min (IM, IV), < 30min (by mouth)[3] |
Elimination half-life | 2.5–3 hours |
Duration of action | less than one hour[3] |
Excretion | Kidney (>90%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.027.095 |
Chemical and physical data | |
Formula | C13H16ClNO |
Molar mass | 237.725 g/mol |
3D model (JSmol) | |
Chirality | 1 : 1 mixture (racemate) |
Melting point | 262 °C (504 °F) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଔଷଧର ପ୍ରଭାବ କମିଆସିଲେ ମାନସିକ ପ୍ରତିକ୍ରିୟା ଆରମ୍ଭ ହୁଏ ।[8] ଏଣୁ ଉତ୍ତେଜନା, ଦ୍ୱନ୍ଦ ଓ ସାଇକୋସିସ୍ ହୋଇପାରେ । [8][4][9] ବୃଦ୍ଧିପ୍ରାପ୍ତ ରକ୍ତଚାପ ଓ ମାଂସପେଶୀ କମ୍ପନ ସାଧାରଣତଃ ଦେଖାଯାଏ, ନିମ୍ନ ରକ୍ତଚାପ ଓ ଧୀର ଶ୍ୱାସକ୍ରିୟା ମଧ୍ୟ ଦେଖାଯାଇପାରେ ।[4][9] ସ୍ୱରକର (Larynx) ଅତ ସଙ୍କୋଚନ (spasm) ହୋଇପାରେ ।[4] ଏନଏମଡିଏ ରିସେପ୍ଟର ଆଣ୍ଟାଗୋନିସ୍ଟ ଶ୍ରେଣୀରେ କେଟାମିନ ଅନ୍ତର୍ଭୁକ୍ତ ହେଲେ ମଧ୍ୟ ଓପିଅଏଡ ରିସେପ୍ଟର ଓ ମୋନୋଆମିନୋ ଟ୍ରାନ୍ସପୋର୍ଟର ଉପରେ ଏହା ପ୍ରଭାବ ପକାଇ ପାରେ । [10]
ସନ ୧୯୬୨ରେ କେଟାମିନ ଆବିଷ୍କୃତ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[11] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[4] ପ୍ରତି ଡୋଜର ହୋଲସେଲ ମୂଲ୍ୟ ୦.୦୮ରୁ ୦.୩୨ ଆମେରିକୀୟ ଡଲାର । [12] ଏହା ଏକ ଦୁରୂପଯୋଗୀ ଔଷଧ (drug of abuse) ନାମରେ ନାମିତ ହୋଇଛି ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.