ଖୋର୍ଦ୍ଧା
ଓଡ଼ିଶାର ଜିଲ୍ଲା, ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ଖୋର୍ଦ୍ଧା, Country ...
ଖୋର୍ଦ୍ଧା | |
---|---|
ସହର | |
Country | India |
State | Orissa |
District | ଖୋର୍ଦ୍ଧା |
Elevation | 75 m (246 ft) |
Population (2001) | |
• Total | ୩୯୦୩୪ |
Languages | |
• Official | Oriya |
Time zone | UTC+5:30 (IST) |
PIN | ୭୫୨୦୫୫ |
Telephone code | ୦୬୭୫୫ |
Close
ଖୋର୍ଦ୍ଧା ଭାରତର ଓଡ଼ିଶାରେ ଥିବା ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ବଡ଼ ସହର । ୧୯୯୩ ଅପ୍ରେଲ ୧ ତାରିଖରେ ଗଠିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ସଦର ମହକୁମା କାର୍ଯ୍ୟାଳୟ ପ୍ରଥମେ ଭୁବନେଶ୍ୱରରେ ଥିଲା । ଜିଲ୍ଲା ଗଠନ ସମୟରୁ ଭୁବନେଶ୍ୱରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୧୯୯୬ ମସିହାରେ ଖୋର୍ଦ୍ଧାକୁ ସ୍ଥାନାନ୍ତରିତ ହୋଇଥିଲା ।[1]