ଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଓଡ଼ିଶା ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
ଖୋର୍ଦ୍ଧା (କ୍ରମା ଅଙ୍କ.: ୧୧୭) ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଆସେ। [2]
Quick Facts ଖୋର୍ଦ୍ଧା ବିଧାନ ସଭା ମଣ୍ଡଳୀ, District ...
ଖୋର୍ଦ୍ଧା ବିଧାନ ସଭା ମଣ୍ଡଳୀ | |
---|---|
Legislative Assembly of Odisha constituency | |
District | Khordha |
Blocks | Khordha, Tangi |
Electorate | 2,13,691[1][lower-alpha 1] |
Major settlements | Khordha |
Current constituency | |
Created | 1951 |
MLA | Rajendra Kumar Sahoo |
Party | BJD |
Const. No. | 117 |
Lok Sabha Constituencies | Bhubaneswar |
Close
ଏହି ବିଧାନ ସଭା ମଣ୍ଡଳୀରେ ଖୋର୍ଦ୍ଧା, ଖୋର୍ଦ୍ଧା ବ୍ଲକ ଓ ୮ଟି ଗ୍ରାମ ପଞ୍ଚାୟତ ଆସେ। ୮ଟି ଗ୍ରାମ ପଞ୍ଚାୟତ ହେଲା:
- ପଲ୍ଲା-ତୋଟାପଡ଼ା
- ବାଜପୁର
- ନିଝିଗଡପାଟଣା
- କାନପୁର
- ଧଉଳିମୁହଁ
- ବ୍ରଜମୋହନପୁର
- ନରଣଗଡ
- ଗୋଡିପଡା
- ଜଙ୍କିଆ
- ଗୋଳବାଇ
- ଓରାବର
- କୁରାଢମଳ
- ବାଙ୍ଗିଡା ଓ
- କାଇପଦର ଆସେ।