ଗୁରୁ ପ୍ରସାଦ ମହାନ୍ତି
ଓଡ଼ିଆ କବି / From Wikipedia, the free encyclopedia
ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ ।[2] ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[3]
- ଏହି ଲେଖାଟି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବିଙ୍କ ବାବଦରେ । ବାକିସବୁ ପାଇଁ, ଗୁରୁପ୍ରସାଦ ମହାନ୍ତି ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ଗୁରୁ ପ୍ରସାଦ ମହାନ୍ତି, ଜନ୍ମ ଓ ଜନ୍ମସ୍ଥାନ ...
ଗୁରୁ ପ୍ରସାଦ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1924-07-16)୧୬ ଜୁଲାଇ ୧୯୨୪ ନାଗବଳି, କଟକ ଜିଲ୍ଲା |
ମୃତ୍ୟୁ | ୨୬ ଅଗଷ୍ଟ ୨୦୦୪(2004-08-26) (ବୟସ ୮୦)[1] |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ଇଂରାଜୀରେ ସ୍ନାତକୋତ୍ତର |
ସାହିତ୍ୟ କୃତି | ସମୁଦ୍ର ସ୍ନାନ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ଆଶାମଞ୍ଜରୀ ମହାନ୍ତି |
ସମ୍ପର୍କୀୟ | କାହ୍ନୁ ଚରଣ ମହାନ୍ତି ଓ ଗୋପୀନାଥ ମହାନ୍ତି |
Close