ଗୋବିନ୍ଦ ଚନ୍ଦ୍ର ମାଝୀ
ସାନ୍ତାଳୀ ସାହିତ୍ୟିକ / From Wikipedia, the free encyclopedia
ଗୋବିନ୍ଦ ଚନ୍ଦ୍ର ମାଝୀ(ଜନ୍ମ : ୧୭ ମଇ ୧୯୫୬) ଜଣେ ସାନ୍ତାଳୀ ସାହିତ୍ୟିକ ।[1] ସାନ୍ତାଳୀ କବିତା ସଂଗ୍ରହ "ନାଳହା" ପାଇଁ ୨୦୧୬ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।[2] ବ୍ୟାଙ୍କିଙ୍ଗ ଚାକିରିରୁ ଅବସର ନେବା ପରେ, ମାଝୀ ଏବେ ଅଖୀଳ ଭାରତୀୟ ସାନ୍ତାଳୀ ଲେଖକ ସଂଗଠନର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି ଓ ସାହିତ୍ୟ ସାଧନାରେ ଲିପ୍ତ ଅଛନ୍ତି ।[3]
Quick Facts ଗୋବିନ୍ଦ ଚନ୍ଦ୍ର ମାଝୀ, ଜନ୍ମ ...
ଗୋବିନ୍ଦ ଚନ୍ଦ୍ର ମାଝୀ | |
---|---|
ଜନ୍ମ | (1956-05-17) ୧୭ ମଇ ୧୯୫୬ (ବୟସ ୬୮) ବହଳଦା, ମୟୂରଭଞ୍ଜ |
ଶିକ୍ଷା | ସ୍ନାତକ(ଆଇନ) |
ଶିକ୍ଷାନୁଷ୍ଠାନ | ବି.ଜେ.ବି କଲେଜ |
ବୃତ୍ତି | ସାହିତ୍ୟିକ |
ପିତାମାତା(s) | ଭୀଳୁ ସୋରେନ, ଆରସୁ ସୋରେନ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
Close