ଜଗନ୍ନାଥ ପ୍ରସାଦ ଦାସ
ଓଡ଼ିଆ ଲେଖକ, ଗବେଷକ, ମନୋବିଜ୍ଞାନୀ / From Wikipedia, the free encyclopedia
ଜଗନ୍ନାଥ ପ୍ରସାଦ ଦାସ ([d͡ʒɔɡɔnnat̪ʰɔ pɾɔsad̪ɔ d̪asɔ] (listen);ଜନ୍ମ: ୨୬ ଅପ୍ରେଲ ୧୯୩୬)[2] ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।
Quick Facts ଜଗନ୍ନାଥ ପ୍ରସାଦ ଦାସ, ଜନ୍ମ ଓ ଜନ୍ମସ୍ଥାନ ...
ଜଗନ୍ନାଥ ପ୍ରସାଦ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1936-04-26) ୨୬ ଅପ୍ରେଲ ୧୯୩୬ (ବୟସ ୮୭) ପୁରୀ[1] |
ଛଦ୍ମନାମ | J.P., J.P. Das |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲେଜ |
ସମୟ | ୧୯୬୦ ଦଶକ |
ଶୈଳୀ | କବିତା |
ସାହିତ୍ୟ କୃତି | ପରିକ୍ରମା ଆହ୍ନିକ |
ପୁରସ୍କାର | ସରସ୍ୱତୀ ସମ୍ମାନ, ଶାରଳା ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଦସ୍ତଖତ |
Close