ନୀଳ ମାଧବ ପଣ୍ଡା
ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ / From Wikipedia, the free encyclopedia
ନୀଳ ମାଧବ ପଣ୍ଡା (ଜନ୍ମ: ୧୮ ଅକ୍ଟୋବର ୧୯୭୩) ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମିତ ଜଣେ କଥାଚିତ୍ର ନିର୍ଦ୍ଦେଶକ । ତାଙ୍କର ଆଇ ଆମ୍ କାଲାମ କଥାଚିତ୍ର ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଜିତିଅଛି । [1]