ପ୍ରଶାନ୍ତ ନନ୍ଦ
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ପ୍ରଶାନ୍ତ ନନ୍ଦ (ଜନ୍ମ ୨ ମଇ ୧୯୪୭)[2] ଓଡ଼ିଶାର ଜଣେ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ଗୀତିକାର, ପ୍ରଚ୍ଛଦପଟ ଗାୟକ ଓ ରାଜନେତା । ସେ ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବରେ ମଧ୍ୟ କାମ କରିଥିଲେ ।[3][4]
Quick Facts ପ୍ରଶାନ୍ତ ନନ୍ଦ, ଜନ୍ମ ...
ପ୍ରଶାନ୍ତ ନନ୍ଦ | |
---|---|
ଜନ୍ମ | (1947-05-02) ୨ ମଇ ୧୯୪୭ (ବୟସ ୭୭) କଟକ |
ଶିକ୍ଷା | ସ୍ନାତକୋତ୍ତର., ଏଲ.ଏଲ.ବି. |
ବୃତ୍ତି(ସମୂହ) | ଅଭିନେତା, ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୬୦-ଏବେଯାଏଁ |
ବୈବାହିକ-ସାଥୀ | ଅନୁପମା ନନ୍ଦ |
ପିତାମାତା | ଜଗନ୍ନାଥ ନନ୍ଦ[1] |
ପୁରସ୍କାର | ଜୟଦେବ ପୁରସ୍କାର, ୧୯୯୮ |
Close