ବଡ଼ବିଲ
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ବଡ଼ବିଲ, ଦେଶ ...
ବଡ଼ବିଲ | |
---|---|
ସହର (ପୌରପାଳିକା) | |
ଦେଶ | India |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କେଉଁଝର |
ଚମ୍ପୁଆ | ---- |
ଜୋଡା | ---- |
Area | |
• ସମୁଦାୟ | 45 km2 (17 sq mi) |
Elevation | 477 m (1,565 ft) |
Population (2001) | |
• Total | ୫୨,୫୮୬ |
• Density | 1,168/km2 (3,030/sq mi) |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫:୩୦ (IST) |
PIN | ୭୫୮୦୩୫ |
ଟେଲିଫୋନ କୋଡ଼ | ୦୬୭୬୭ |
ଯାନବାହାନ ପଞ୍ଚୀକରଣ | OD 09 |
Sex ratio | 894 ♂/♀ |
Close
ବଡ଼ବିଲ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ସହର ।[1] ଏହା ଏକ ପୌରପାଳିକା । ଏହି ଅଞ୍ଛଳରେ ପ୍ରଚୁର ଲୁହାପଥର ଓ ମାଙ୍ଗାନିଜ ମହଜୁଦ ଅଛି। ଏଠାରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ପାଇଥାନ୍ତି। ବଡବିଲରେ ପ୍ରାୟତଃ ସମସ୍ତ ରାଜ୍ୟର ଅଧିବାସୀ ଓ ସମସ୍ତ ଭାଷାଭାଷୀ ଜୀବନ ଜାପନ କରିଥାନ୍ତି ।