ବନଜ ଦେବୀ
ଓଡ଼ିଆ ସାହିତ୍ୟିକା / From Wikipedia, the free encyclopedia
ବନଜ ଦେବୀ (ଜନ୍ମ: ୧୦ ଅଗଷ୍ଟ ୧୯୪୧) ଜଣେ ଓଡ଼ିଆ ଗାଳ୍ପିକ, କବି, ଅନୁବାଦକ ଓ ଭ୍ରମଣ କାହାଣୀ ଲେଖିକା ।[1] ତାଙ୍କ ଗଳ୍ପ ସଙ୍କଳନ କାଠପୁଅ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ସେ ୨୦୧୭ ମସିହାର ଶାରଳା ପୁରସ୍କାର ପୁରସ୍କାର ପାଇଥିଲେ ।[2]
Quick Facts ବନଜ ଦେବୀ, ଜନ୍ମ ...
ବନଜ ଦେବୀ | |
---|---|
ଜନ୍ମ | (1941-08-10) ୧୦ ଅଗଷ୍ଟ ୧୯୪୧ (ବୟସ ୮୨) ବେରବୋଇ, ଖୋର୍ଦ୍ଧା |
ଜାତୀୟତା | ଭାରତୀୟ |
ପୁରସ୍କାର | ଶାରଳା ପୁରସ୍କାର |
Close