ବରାହଗିରି ଭେଙ୍କଟଗିରି
From Wikipedia, the free encyclopedia
ବରାହଗିରି ଭେଙ୍କଟଗିରି (୧୦ ଅଗଷ୍ଟ ୧୮୯୪-୨୩ ଜୁନ ୧୯୮୦), ସାଧାରଣରେ ଭି. ଭି. ଗିରି ନାମରେ ପରିଚିତ, ଭାରତର ୪ର୍ଥ ରାଷ୍ଟ୍ରପତି ଭାବରେ ୨୪ ଅଗଷ୍ଟ ୧୯୬୯ରୁ ୨୩ ଅଗଷ୍ଟ ୧୯୭୪ଯାଏଁ କାମ କରିଥିଲେ । ବର୍ତ୍ତମାନ ଭାରତୀୟ ଶ୍ରମିକଙ୍କୁ ଯାହାକିଛି ଅଧିକାର ମିଳିଛି, ତାହା କେବଳ ସମ୍ଭବ ହୋଇପାରିଛି ଭି.ଭି.ଗିରିଙ୍କ ପାଇଁ । ଦେଶ ନିର୍ମାଣରେ ଶ୍ରମିକଙ୍କ ଭୂମିକା ମୂଖ୍ୟ ବୋଲି ପ୍ରମାଣ କରିବାକୁ ଯାଇ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ସେ ବିଭିନ୍ନ ସମୟରେ ବିଦ୍ରୋହ କରିଥିଲେ ।
Quick Facts ବରାହଗିରି ଭେଙ୍କଟଗିରି, ଭାରତର ରାଷ୍ଟ୍ରପତି ...
ବରାହଗିରି ଭେଙ୍କଟଗିରି | |
---|---|
ଭାରତର ରାଷ୍ଟ୍ରପତି | |
କାର୍ଯ୍ୟକାଳ ୨୪ ଅଗଷ୍ଟ ୧୯୬୯ – ୨୪ ଅଗଷ୍ଟ ୧୯୭୪ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
Vice President | ଗୋପାଳ ସ୍ୱରୂପ ପାଠକ |
ପୂର୍ବ ଅଧିକାରୀ | ମହମ୍ମଦ ହିଦାୟତୁଲା (କାମଚଳା) |
ପର ଅଧିକାରୀ | ଫକ୍କରୁଦିନ ଅଲ୍ଲି ଅହମଦ |
କାର୍ଯ୍ୟକାଳ ୩ ମେ ୧୯୬୯ – ୨୦ ଜୁଲାଇ ୧୯୬୯ କାମଚଳା | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
ପୂର୍ବ ଅଧିକାରୀ | ଜାକିର ହୁସେନ |
ପର ଅଧିକାରୀ | ମହମ୍ମଦ ହିଦାୟତୁଲା (କାମଚଳା) |
ଭାରତର ଉପରାଷ୍ଟ୍ରପତି | |
କାର୍ଯ୍ୟକାଳ ୧୩ ମଇ ୧୯୬୭ – ୩ ମଇ ୧୯୬୯ | |
ରାଷ୍ଟ୍ରପତି | ଜାକିର ହୁସେନ |
ପୂର୍ବ ଅଧିକାରୀ | ଜାକିର ହୁସେନ |
ପର ଅଧିକାରୀ | ଗୋପାଳ ସ୍ୱରୂପ ପାଠକ |
କର୍ଣ୍ଣାଟକର ରାଜ୍ୟପାଳ | |
କାର୍ଯ୍ୟକାଳ ୨ ଅପ୍ରେଲ ୧୯୬୫ – ୧୩ ମଇ ୧୯୬୭ | |
ମୁଖ୍ୟମନ୍ତ୍ରୀ | ସିଦ୍ଦବନହଲ୍ଲୀ ନିଜଲିଙ୍ଗାପ୍ପା |
ପୂର୍ବ ଅଧିକାରୀ | ସତ୍ୟବନ୍ତ ମଲ୍ଲନ୍ନାହ ଶ୍ରୀନାଗେଶ |
ପର ଅଧିକାରୀ | ଗୋପାଳ ସ୍ୱରୂପ ପାଠକ |
କେରଳର ରାଜ୍ୟପାଳ | |
କାର୍ଯ୍ୟକାଳ ୧ ଜୁଲାଇ ୧୯୬୦ – ୨ ଅପ୍ରେଲ ୧୯୬୫ | |
ମୁଖ୍ୟମନ୍ତ୍ରୀ | ପାତ୍ତମ ଥନୁ ପିଲ୍ଲାଇ ଆର. ଶଙ୍କର |
ପୂର୍ବ ଅଧିକାରୀ | ବର୍ଗୁଲା ରାମକୃଷ୍ଣ ରାଓ |
ପର ଅଧିକାରୀ | ଅଜିତ ପ୍ରସାଦ ଜୈନ |
ଉତ୍ତର ପ୍ରଦେଶର ରାଜ୍ୟପାଳ | |
କାର୍ଯ୍ୟକାଳ ୧୦ ଜୁନ ୧୯୫୭ – ୩୦ ଜୁନ ୧୯୬୦ | |
ମୁଖ୍ୟମନ୍ତ୍ରୀ | ସମ୍ପୂର୍ଣ୍ଣାନନ୍ଦ |
ପୂର୍ବ ଅଧିକାରୀ | କହ୍ନେୟାଲାଲ ମାନେକଲାଲ ମୁନ୍ସୀ |
ପର ଅଧିକାରୀ | ବର୍ଗୁଲା ରାମକୃଷ୍ଣ ରାଓ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1894-08-10)୧୦ ଅଗଷ୍ଟ ୧୮୯୪ Berhampur, British Raj (now India) |
ମୃତ୍ୟୁ | ୨୩ ଜୁନ ୧୯୮୦(1980-06-23) (ବୟସ ୮୫) ମାଡ୍ରାସ, ଭାରତ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ (1916–present) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Sinn Féin (Before 1916) |
ଜୀବନ ସାଥୀ | ସରସ୍ୱତୀ ବାଇ |
ଶିକ୍ଷାନୁଷ୍ଠାନ | University College Dublin |
Close