ମନୋରମା ବିଶ୍ୱାଳ ମହାପାତ୍ର
ଓଡ଼ିଆ କବୀ, ଗାଳ୍ପିକା, ଔପନ୍ୟାସିକା ଓ ଶିଶୁସାହିତ୍ୟିକା / From Wikipedia, the free encyclopedia
ମନୋରମା ବିଶ୍ୱାଳ ମହାପାତ୍ର (ଜନ୍ମ ୨୭ ନଭେମ୍ବର ୧୯୪୮)[1] ଜଣେ ଓଡ଼ିଆ କବୀ, ଗାଳ୍ପିକା, ଔପନ୍ୟାସିକା ଓ ଶିଶୁସାହିତ୍ୟିକା । ଓଡ଼ିଆ ସାହିତ୍ୟରେ ନାରୀ ଓ ନାରୀପଣକୁ କେନ୍ଦ୍ର କରି ଗଢ଼ିଉଠିଥିବା ଅନେକ ସାହିତ୍ୟ ସେ ତିଆରି କରିଛନ୍ତି । [2] ନବମ ଶ୍ରେଣୀରେ ପାଠ ପଢୁଥିବା ସମୟରେ, ତାଙ୍କ ରଚିତ ପ୍ରଥମ କବିତା ସଂକଳନ 'କିଶଳୟ' ପ୍ରକାଶ ପାଇଥିଲା ।
Quick Facts ମନୋରମା ବିଶ୍ୱାଳ ମହାପାତ୍ର, ଜନ୍ମ ଓ ଜନ୍ମସ୍ଥାନ ...
ମନୋରମା ବିଶ୍ୱାଳ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1948-11-27) ୨୭ ନଭେମ୍ବର ୧୯୪୮ (ବୟସ ୭୫) ଜଗାଇ, ବାଲେଶ୍ୱର ଜିଲ୍ଲା |
ସମାଧି ସ୍ଥଳ | ଭୁବନେଶ୍ୱର |
ବୃତ୍ତି | ଅଧ୍ୟାପନା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ପି.ଏଚ.ଡି. |
ଶିକ୍ଷାନୁଷ୍ଠାନ | ବିଶ୍ୱଭାରତୀ, କଲିକତା |
ସମୟ | ଆଧୁନିକ ଯୁଗ |
ଶୈଳୀ | କବିତା, ପ୍ରବନ୍ଧ, ଶିଶୁସାହିତ୍ୟ |
ସାହିତ୍ୟ କୃତି | ଫାଲଗୁନି ତିଥିର ଝିଅ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଦସ୍ତଖତ |
Close