ରଘୁନାଥ ମହାପାତ୍ର (ରାଜନେତା)
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ରଘୁନାଥ ମହାପାତ୍ର (୨୩ ମଇ ୧୯୨୦ - ୨୧ ଜାନୁଆରୀ ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦିଗପହଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
Quick Facts ରଘୁନାଥ ମହାପାତ୍ର, ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା ...
ରଘୁନାଥ ମହାପାତ୍ର | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ଅନଙ୍ଗ ମଞ୍ଜରୀ ଦେବୀ, ମୋହନ ନାଏକ |
ନିର୍ବାଚନ ମଣ୍ଡଳୀ | ଦିଗପହଣ୍ଡି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1920-05-23)୨୩ ମଇ ୧୯୨୦ |
ମୃତ୍ୟୁ | ୨୧ ଜାନୁଆରୀ ୨୦୧୦(2010-01-21) (ବୟସ ୮୯) |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ନଳିନୀକୁମାରୀ ଦେବୀ |
ବାପା/ବୋଉ | ନାରାୟଣ ମହାପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
Close