ରାଜେନ୍ଦ୍ର କିଶୋର ପଣ୍ଡା
ଭାରତୀୟ ଓଡ଼ିଆ-ଭାଷୀ କବି / From Wikipedia, the free encyclopedia
ରାଜେନ୍ଦ୍ର କିଶୋର ପଣ୍ଡା ଜଣେ ଓଡ଼ିଆ କବି ଓ ଲେଖକ ।[1]
Quick Facts ରାଜେନ୍ଦ୍ର କିଶୋର ପଣ୍ଡା, ଜନ୍ମ ଓ ଜନ୍ମସ୍ଥାନ ...
ରାଜେନ୍ଦ୍ର କିଶୋର ପଣ୍ଡା | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1944-06-24) ୨୪ ଜୁନ ୧୯୪୪ (ବୟସ ୭୯) ବାଟଲଗା, ଝାରସୁଗୁଡ଼ା , ଓଡ଼ିଶା |
ବୃତ୍ତି | ପ୍ରଶାସକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ରାଜନୀତି ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ଆହ୍ଲାବାଦ ବିଶ୍ୱବିଦ୍ୟାଳୟ |
Close