ରାଧାନାଥ ରାୟ
ଓଡ଼ିଆ କବି କବିବର ରାଧାନାଥରାୟ / From Wikipedia, the free encyclopedia
ରାଧାନାଥ ରାୟ (୧୮୪୮-୧୯୦୮) ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ସମ୍ମାନିତ । ସେ ତାଙ୍କର କାବ୍ୟକବିତା ରଚନା ନିମନ୍ତେ କବିବର ଉପାଧିରେ ଭୂଷିତ ।[1]
Quick Facts କବିବର ରାଧାନାଥ ରାୟ, ଜନ୍ମ ଓ ଜନ୍ମସ୍ଥାନ ...
କବିବର ରାଧାନାଥ ରାୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1848-09-28)୨୮ ସେପ୍ଟେମ୍ବର ୧୮୪୮ କେଦାରପୁର, ସୋର, ବାଲେଶ୍ୱର |
ମୃତ୍ୟୁ | ୧୭ ଅପ୍ରେଲ ୧୯୦୮(1908-04-17) (ବୟସ ୫୯) |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ଏଫ. ଏ |
ଶିକ୍ଷାନୁଷ୍ଠାନ | ପ୍ରେସିଡେନ୍ସି କଲେଜ, କଲିକତା |
ସମୟ | ଆଧୁନିକ ଯୁଗ |
ସାହିତ୍ୟ କୃତି | ଚିଲିକା ଖଣ୍ଡକାବ୍ୟ |
ଜୀବନସାଥୀ | ପରଶମଣୀ |
ସନ୍ତାନ | ଶଶି ଭୂଷଣ, ରଜନୀ ଭୂଷଣ |
Close