ରାମଶଙ୍କର ରାୟ
ଓଡ଼ିଆ ନାଟ୍ୟକାର / From Wikipedia, the free encyclopedia
ରାମଶଙ୍କର ରାୟ (୨୫ ମଇ ୧୮୫୭ - ୧୩ ସେପ୍ଟେମ୍ବର ୧୯୩୧) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ, ସେ ଆଧୁନିକ ଓଡ଼ିଆ ନାଟକର ଜନକ ଭାବେ ପରିଚିତ ।[1][2] ୧୮୫୭ ମସିହା ଜ୍ଯେଷ୍ଠ ଶୁକ୍ଳ ଦ୍ୱିତୀୟା ତିଥିରେ ସେ ଅସୁରେଶ୍ୱର ଅନ୍ତର୍ଗତ ଦିକ୍ଷୀତପଡ଼ାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିଲେ । ସେ ନଟବର ରାମଶଙ୍କର ରାୟ ଭାବେ ଜଣା ।
Quick Facts ରାମଶଙ୍କର ରାୟ, ଜନ୍ମ ...
ରାମଶଙ୍କର ରାୟ | |
---|---|
ଜନ୍ମ | (1857-05-25)୨୫ ମଇ ୧୮୫୭ ଦୀକ୍ଷିତପଡ଼ା, ଅସୁରେଶ୍ୱର, କଟକ |
ମୃତ୍ୟୁ | ୧୩ ସେପ୍ଟେମ୍ବର ୧୯୩୧(1931-09-13) (ବୟସ ୭୪) |
ଜାତୀୟତା | ଭାରତୀୟ |
ଶିକ୍ଷା | ଫାର୍ଷ୍ଟ ଆର୍ଟସ (ଏଫ. ଏ.), ଆଇନ |
ସମ୍ପର୍କୀୟ | ଗୌରୀଶଙ୍କର ରାୟ (ବଡ଼ଭାଇ) |
Close