From Wikipedia, the free encyclopedia
ଏକ ରାଷ୍ଟ୍ରମୁଖ୍ୟ ବା ଦେଶମୁଖ୍ଯ ହେଉଛନ୍ତି ରାଷ୍ଟ୍ରର ପ୍ରତିନିଧି ଯେ ସମ୍ପୂର୍ଣ୍ଣ ରାଷ୍ଟ୍ରର ଉପସ୍ଥାପନା କରିଥାନ୍ତି ।[1] ଦେଶ ତଥା ଶାସନର ସ୍ୱରୂପ ଉପରେ ଆଧାର କରି ରାଷ୍ଟ୍ରମୁଖ୍ୟ ଜଣେ ନାମମାତ୍ର ପଦବୀଧାରୀ କିମ୍ବା ଏକ ବାସ୍ତବ ଶାସନକର୍ତ୍ତା ହୋଇପାରନ୍ତି ।
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଭାରତ ତଥା ପାକିସ୍ତାନ ପରି ସଂସଦୀୟ ତନ୍ତ୍ରରେ ରାଷ୍ଟ୍ରମୁଖ୍ୟଙ୍କୁ ରାଷ୍ଟ୍ରପତି କୁହାଯାଏ ଯାହାଙ୍କ ପାଖରେ କୌଣସି ବାସ୍ତବ କ୍ଷମତା ନ ଥାଏ ।[2] କିନ୍ତୁ ଦକ୍ଷିଣ ଆଫ୍ରିକା ପରି କେତେକ ସଂସଦୀୟ ତନ୍ତ୍ରରେ ରାଷ୍ଟ୍ରପତି ହିଁ ଉଭୟ ରାଷ୍ଟ୍ରର ଏବଂ ପ୍ରଶାସନର ମୁଖ୍ଯ ଅଟନ୍ତି । ସେହିପରି, କେତେକ ସଂସଦୀୟ ତନ୍ତ୍ରରେ ରାଷ୍ଟ୍ରମୁଖ୍ୟ ପ୍ରଶାସନର ମୁଖ୍ଯ ନ ଥିଲେ ମଧ୍ଯ କେତେକ ମହତ୍ତ୍ବପୂର୍ଣ୍ଣ ଅଧିକାରର ଅଧିକାରୀ ହୋଇଥାନ୍ତି, ଉଦାହରଣ ମୋରୋକ୍କୋ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.