ରାୟଗଡ଼ା
ଓଡ଼ିଶାର ଏକ ସହର, ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ରାୟଗଡ଼଼ା Rayagadaରାୟଗଡ଼, ଦେଶ ...
ରାୟଗଡ଼଼ା
Rayagada ରାୟଗଡ଼ | |
---|---|
ସହର | |
ଦେଶ | India |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼଼ା |
Elevation | 207 m (679 ft) |
Population (2011) | |
• Total | ୫୭୭୫୯ |
ଭାଷା | |
• ସରକାରୀ | ଓଡ଼ିଆ |
• Other | Telugu |
Time zone | UTC+5:30 (IST) |
PIN | ୭୬୫୦୦୧ |
Telephone code | ୦୬୮୫୬ |
ଯାନବାହାନ ପଞ୍ଚୀକରଣ | OR, OD 18 A, B, C |
Close
- ଏହି ଲେଖାଟି ରାୟଗଡ଼଼ା 'ସହର' ବାବଦରେ । ରାୟଗଡ଼଼ା 'ଜିଲ୍ଲା' ପାଇଁ, ରାୟଗଡ଼଼ା ଜିଲ୍ଲା ପ୍ରସଙ୍ଗଟି ଦେଖନ୍ତୁ ।
ରାୟଗଡ଼଼ା ଭାରତର ଓଡ଼ିଶାରେ ଥିବା ରାୟଗଡ଼଼ା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ୧୯୯୨ ଅକ୍ଟୋବର ୨ ତାରିଖରୁ ରାୟଗଡ଼ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବାପରେ ରାୟଗଡ଼ ଜିଲ୍ଲା ସଦର ମହକୁମା ଭାବେ ମାନ୍ୟତା ପାଇଛି । ବଣ, ପାହାଡ, ନଦୀ ଓ ଝରଣାରେ ଭରା ଏଇ ଜିଲ୍ଲା ମୁଖ୍ୟତଃ ଆଦିବାସୀଙ୍କ ବାସସ୍ଥଳୀ ।[1]