ଲାଟିନ ଭାଷା
From Wikipedia, the free encyclopedia
ଲାଟିନ ଭାଷା (/[invalid input: 'icon']ˈlætɪn/; Latin: [lingua latīna] Error: {{Lang}}: text has italic markup (help); IPA-ˈlɪŋɡʷa laˈtiːna)
Quick Facts ଲାଟିନ ଭାଷା, ଉଚ୍ଚାରଣ ...
ଲାଟିନ ଭାଷା | |
---|---|
ଲିଙ୍ଗୁଆ ଲାଟିନା (Lingua latina) | |
ଉଚ୍ଚାରଣ | IPA-laˈtiːna |
Native to | Latium, Roman Monarchy, Roman Republic, Roman Empire, Medieval and Early modern Europe, Armenian Kingdom of Cilicia (as lingua franca), Vatican City |
କାଳ | Vulgar Latin developed into Romance languages, 6th to 9th centuries; the formal language continued as the scholarly lingua franca of medieval Western Europe and as the liturgical language of the Roman Catholic Church |
Indo-European
| |
Latin alphabet | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | ଛାଞ୍ଚ:Country data Holy See |
Regulated by | In antiquity, Roman schools of grammar and rhetoric.[1] Today, Opus Fundatum Latinitas.[2] |
ଭାଷା କୋଡ୍ | |
ISO ୬୩୯-୧ | la |
ISO ୬୩୯-୨ | lat |
ISO ୬୩୯-୩ | lat |
Linguasphere | 51-AAB-a |
Greatest extent of the Roman Empire, showing the area governed by Latin speakers. Many languages other than Latin were spoken there. | |
Range of the Romance languages in Europe, representing the area where Latin influence was the most profound and enduring. | |
This article contains IPA phonetic symbols. Without proper rendering support, you may see question marks, boxes, or other symbols instead of Unicode characters. For an introductory guide on IPA symbols, see Help:IPA. |
Close
ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।