ଲୋକନାଥ ମିଶ୍ର
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ଲୋକନାଥ ମିଶ୍ର (୨୧ ନଭେମ୍ବର ୧୯୨୨[1] - ୨୭ ମଇ ୨୦୦୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ରାଜ୍ୟ ସଭାର ସଭ୍ୟ ଥିଲେ ।[2] ସେ ଆସାମର ରାଜ୍ୟପାଳ (୧୯୯୧-୧୯୯୭)[3] ଓ ନାଗାଲାଣ୍ଡ ରାଜ୍ୟପାଳ (୧୯୯୨-୧୯୯୩) ଥିଲେ । ଭୁବନେଶ୍ୱରରେ ସେ ୨୭ ମଇ ୨୦୦୯ରେ ମୃତ୍ୟୁ ବରଣ କରିଥିଲେ ।[4]
- ଏହି ଲେଖାଟି ଆସାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବାବଦରେ । ବାକିସବୁ ପାଇଁ, ଲୋକନାଥ ମିଶ୍ର (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ଲୋକନାଥ ମିଶ୍ର, ଆସାମର ରାଜ୍ୟପାଳ ...
ଲୋକନାଥ ମିଶ୍ର | |
---|---|
ଆସାମର ରାଜ୍ୟପାଳ | |
କାର୍ଯ୍ୟକାଳ ୧୭ ମାର୍ଚ୍ଚ ୧୯୯୧ – ୧ ସେପ୍ଟେମ୍ବର ୧୯୯୭ | |
ପୂର୍ବ ଅଧିକାରୀ | ଦେବୀ ଦାସ ଠାକୁର |
ପର ଅଧିକାରୀ | ଶ୍ରୀନିବାସ କୁମାର ସିନ୍ହା |
ନାଗାଲ୍ୟାଣ୍ଡର ରାଜ୍ୟପାଳ | |
କାର୍ଯ୍ୟକାଳ ୧୩ ଅପ୍ରେଲ ୧୯୯୨ – ୧ ଅକ୍ଟୋବର ୧୯୯୨ | |
ପୂର୍ବ ଅଧିକାରୀ | ଏମ. ଏମ. ଥୋମାସ୍ |
ପର ଅଧିକାରୀ | ଭି.କେ.ନାୟାର |
ଅରୁଣାଚଳ ପ୍ରଦେଶର ରାଜ୍ୟପାଳ | |
କାର୍ଯ୍ୟକାଳ ୧୭ ମାର୍ଚ୍ଚ ୧୯୯୧ – ୨୫ ମାର୍ଚ୍ଚ ୧୯୯୧ | |
ପୂର୍ବ ଅଧିକାରୀ | ଦେବୀ ଦାସ ଠାକୁର |
ପର ଅଧିକାରୀ | ସୁରେନ୍ଦ୍ରନାଥ ଦ୍ୱିବେଦୀ |
ସଭ୍ୟ: ରାଜ୍ୟ ସଭା | |
କାର୍ଯ୍ୟକାଳ ୩ ଅପ୍ରେଲ ୧୯୬୦ – ୨ ଅପ୍ରେଲ ୧୯୭୮ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1922-11-21)୨୧ ନଭେମ୍ବର ୧୯୨୨ |
ମୃତ୍ୟୁ | ୨୭ ମଇ ୨୦୦୯(2009-05-27) (ବୟସ ୮୭) ଭୁବନେଶ୍ୱର |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ବୀଣାପାଣି ମିଶ୍ର |
ସନ୍ତାନ | ପିନାକୀ ମିଶ୍ର |
Close
ସେ କନସ୍ଟିଚୁଏଣ୍ଟ ଆସେମ୍ବ୍ଲିର ସଭ୍ୟ ଥିଲେ ।
ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ସେ ବଡ଼ ପୁଅ ଥିଲେ । ତାଙ୍କ ସାନ ଭାଇ ରଙ୍ଗନାଥ ମିଶ୍ର ଭାରତର ପୂର୍ବତନ ମୂଖ୍ୟ ବିଚାରପତି ଥିଲେ ।[5] ତାଙ୍କ ପୁଅ ପିନାକୀ ମିଶ୍ର ୧୧ଶ, ୧୫ଶ ଓ ୧୬ଶ ଲୋକ ସଭାର ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସଦସ୍ୟ ଅଛନ୍ତି ।