ଶାନ୍ତି ଦେବୀ
ଗାନ୍ଧିବାଦୀ ସମାଜସେବୀ / From Wikipedia, the free encyclopedia
ଶାନ୍ତି ଦେବୀ (୧୮ ଅପ୍ରେଲ ୧୯୩୪-୧୬ ଜାନୁଆରୀ ୨୦୨୨) ଜଣେ ଭାରତୀୟ ଗାନ୍ଧିବାଦୀ ସମାଜସେବୀ ଥିଲେ । ସେ ଗୁଣପୁରଠାରେ ସେବା ସମାଜ ନାମକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।[3] ବିନୋବା ଭାବେଙ୍କ "ଅହିଂସାର ଅନ୍ୱେଷଣ" ପୁସ୍ତକର ସେ ଓଡ଼ିଆ ଅନୁବାଦ କରିଥିଲେ । ତାଙ୍କର ସମାଜସେବା ନିମନ୍ତେ ସେ ପଦ୍ମଶ୍ରୀ ଏବଂ ଯମୁନାଲାଲ ବଜାଜ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
Quick Facts ଶାନ୍ତି ଦେବୀ, ଜନ୍ମ ...
ଶାନ୍ତି ଦେବୀ | |
---|---|
ଜନ୍ମ | (1934-04-18)୧୮ ଅପ୍ରେଲ ୧୯୩୪ ଗୋପାଳ ଗାଁ, ବାଲେଶ୍ୱର ଜିଲ୍ଲା |
ମୃତ୍ୟୁ | ୧୬ ଜାନୁଆରୀ ୨୦୨୨(2022-01-16) (ବୟସ ୮୭) |
ବୃତ୍ତି | ସମାଜ ସେବୀ |
ପ୍ରସିଦ୍ଧି | ସେବା ସମାଜ ପ୍ରତିଷ୍ଠାତ୍ରୀ[1] |
ବୈବାହିକ-ସାଥୀ | ରତନ ଦାସ[2] |
ପିତାମାତା(s) | ରାଜେନ୍ଦ୍ର ମୋହନ ଦାସ, ନେତ୍ରମଣି ଦେବୀ |
ପୁରସ୍କାର | ପଦ୍ମଶ୍ରୀ, ୨୦୨୧ |
Close
୨୦୨୨ ମସିହା ଜାନୁଆରୀ ୧୬ ତାରିଖରେ ଗୁଣୁପୁରୁଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[4]