ସୁନ୍ଦରଗଡ଼
ଓଡ଼ିଶାର ଏକ ସହର, ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ସୁନ୍ଦରଗଡ଼ Sundergarh, Sundargarh, ଦେଶ ...
ସୁନ୍ଦରଗଡ଼
Sundergarh, Sundargarh | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସୁନ୍ଦରଗଡ଼ |
Elevation | 233 m (764 ft) |
Population (2011) | |
• Total | ୪୫,୦୩୬ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
ଟେଲିଫୋନ କୋଡ଼ | 06622 |
ଯାନବାହାନ ପଞ୍ଚୀକରଣ | OD-16 |
Website | http://sundergarh.nic.in/ |
Close
ସୁନ୍ଦରଗଡ଼ ଏକ ଭାରତୀୟ ପୌରପାଳିକା (Municipality) । ଏହା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ୨୦୧୧ ଭାରତୀୟ ଜନଗଣନା ଅନୁସାରେ ସୁନ୍ଦରଗଡ଼ ସହରର ଜନସଂଖ୍ୟା ୪୫,୦୩୬ ।[1][2]