From Wikipedia, the free encyclopedia
ଲକ୍ଷ୍ନୌ ସହର ଭାରତର ଉତ୍ତର ଦିଗରେ ଅବସ୍ଥିତ ଉତ୍ତର ପ୍ରଦେଶ ରାଜ୍ୟର ରାଜଧାନୀ |
ଲକ୍ଷ୍ନୌ | |
---|---|
ରାଜଧାନୀ | |
Nickname(s): The City of Nawabs, The Golden City of East, Constantinople of India, Shiraz-i-Hind | |
ଦେଶ | India |
State | ଉତ୍ତର ପ୍ରଦେଶ |
ଜିଲ୍ଲା | ଲକ୍ଷ୍ନୌ |
Government | |
• Mayor | Dinesh Sharma(BJP) |
Area | |
• ରାଜଧାନୀ | 310.1 km2 (119.7 sq mi) |
Elevation | 128 m (420 ft) |
Population (2011)[2] | |
• ରାଜଧାନୀ | ୨୮,୧୫,୬୦୧ |
• Rank | 12th |
• Density | 2,011/km2 (5,210/sq mi) |
• Metro | ୨୯,୦୧,୪୭୪ |
ଭାଷା | |
• ସରକାରୀ | ହିନ୍ଦୀ ଭାଷା, ଉର୍ଦ୍ଦୁ ଭାଷା |
Time zone | UTC+5:30 (IST) |
PIN | 226 xxx |
Telephone code | 91-522 |
ଯାନବାହାନ ପଞ୍ଚୀକରଣ | UP-32 |
Sex ratio | 871 ♂/♀ |
Website | lucknow |
General Data:[4] Longitude-Latitude:[5] |
୧୩୫୦ ଖ୍ରୀଷ୍ଟାଦ ପୁର୍ବରୁ ଲକ୍ଷ୍ନୌ ସହର ଅବଧ କ୍ଷେତ୍ରରେ ଯାଉ ଥିଲା ଯାହାକି ଦିଲ୍ଲୀ ସୁଲତାନ୍ ମାନଂକଦ୍ୱାରା ପରିଚାଳିତ ହେଉଥିଲା |
ପ୍ରାୟ ୮୪ ବର୍ଷ (୧୩୯୪ଠାରୁ ୧୪୭୮ ) ଧରି ଅବଧ କ୍ଷେତ୍ର ଜଉନପୁର୍ର ସୁଲତାନକଂର୍ ଅଧିନରେ ରହିଥିଲା | ପ୍ରାୟ ୧୫୫୫ରେ ସମ୍ରାଟ୍ ହୁମାୟନୁ ଏହାକୁ ମୋଗଲ୍ ସାମ୍ରାଜ୍ୟ ସହିତ ମିସାଇ ଦେଇଥିଲେ, ସମ୍ରାଟ୍ ଯାହାନଗିଂର୍ (୧୫୬୯ରୁ ୧୬୨୭) ଓ ତାପରେ ସେ ଏହାକୁ ଶେଖ୍ ଅବଦୁଲ୍ ରହିମ୍ ନାମକ ବ୍ୟକ୍ତିକୁଂ ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରି ଥିଲେ ଯେ କି ପରେ ଏହାକୁ ଶୈଖୀଯାଦସ୍ ନାମକ ବ୍ୟକ୍ତିକଂ ଅଧିନକୁ ଆସି ଯାଇଥିଲା [9]
ନବାବୋଂକି ସହର୍ ଲକ୍ଷ୍ନୌ, ଲକ୍ଷ୍ନୌ ସହର ଉତ୍ତର ଭାରତର କଳା ଓ ସଂସ୍କୃତିରେ ସମୃଦ୍ଧ, ଏହା ବହୁତ ସୃତିଚିଂହ, କିର୍ତୀରାଜୀରେ ପରିପୁର୍ଣ ଯେ ପରି ବଡ଼ ଇମାମ୍ ବାଡା Bara Imambara, ଚୋଟ ଇମାମ୍ ବାଡା Chota Imambara ଏବଂ ରୁମୀ ଦରବାଜା Rumi Darwaza ଇତ୍ୟାଦି. ହିନ୍ଦୁ ଓ ମୁସଲିମ୍ ମଧ୍ୟରେ ଏକତା, କଳା ଓ ସାହିତ୍ୟ ପାଇଁ ଏହା ମଧ ବେଶ ଜଣା ଶୁଣା, ଯାହା ଗଂଗା- ଜମୁନା ତେହଜିବ୍ Ganga-Jamuni tehzeeb ଭାବେ ବେଶ୍ ପରିଚିତ[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.