ଲୋକ ସଭା

From Wikipedia, the free encyclopedia

ଲୋକ ସଭା
Remove ads

ସମ୍ବିଧାନ ଅନୁସାରେ ଲୋକ ସଭା, ଭାରତର ଦ୍ୱିଗୃହ ଭାରତୀୟ ସଂସଦର ନିମ୍ନ ସଦନ । ଲୋକ ସଭାର ସଦସ୍ୟମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିବା ପାଇଁ ଏକ ସାର୍ବଭୌମିକ ବୟସ୍କ ମତାଧିକାର ଏବଂ ସିଧାସଳଖ ମତଦାନ ବ୍ୟବସ୍ଥାଦ୍ୱାରା ନିର୍ବାଚିତ ହୁଅନ୍ତି ଏବଂ ସେମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ଲୋକ ସଭା ଭଙ୍ଗ ନହେବା ପର୍ଯ୍ୟନ୍ତ ସେମାନଙ୍କ ପଦବୀରେ ରହିଥାନ୍ତି । ନୂଆଦିଲ୍ଲୀସ୍ଥିତ ସଂସଦ ଭବନର ଲୋକ ସଭା କକ୍ଷରେ ଏହାର ଅଧିବେଶନ ଅନୁଷ୍ଠିତ ହୋଇଥାଏ। ଏଠାରେ ଭାରତର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୫୪୩ ଜଣ ସାଂସଦ ପ୍ରତିନିଧିତ୍ୱ କରନ୍ତି।

Quick facts ଲୋକ ସଭା House of the People, ପ୍ରକାର ...
Remove ads

ଇତିହାସ

ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ପ୍ରଥମ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ୨୪୫ଟି ଆସନ ପାଇଥିଲା , ଏହା ସହିତ ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହିସାବରେ ସିଟ ସଂଖ୍ୟା

More information Subdivision, Type ...
Remove ads

ଲୋକ ସଭା ଓ ଜାତୀୟ ନିର୍ବାଚନ

More information ଲୋକ ସଭା, ନିର୍ବାଚନ ବର୍ଷ ...

ଆଧାର

ବାହାର ତଥ୍ୟ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads