ଅଇ

ବାନ୍ତି ଉପକ୍ରମର ଅସୁସ୍ଥତାକୁ ଅଇ କୁହାଯାଏ । From Wikipedia, the free encyclopedia

ଅଇ
Remove ads

ଅଇ ଅର୍ଥ ବାନ୍ତି ହେବା ପୂର୍ବ ଅବସ୍ଥା ଯେତେବେଳେ ଏକ ଅସୁସ୍ଥ ଅନୁଭବ ହୁଏ ଓ ବାନ୍ତିର ଉପକ୍ରମ ହୋଇପାରେ[] ଅଇ ହେଲେ ସାଧାରଣତଃ ଅଧିକ ଲାଳ ତିଆରି ହୁଏ | [] ଏଥିରେ ପେଟ ଯନ୍ତ୍ରଣା ହୋଇପାରେ ବା ହୋଇ ନପାରେ | [] ସାଧାରଣତଃ ଏହା ଦୁଇ ଦିନରୁ କମ୍ ରହିଥାଏ କିନ୍ତୁ ଦୀର୍ଘ ସମୟ ଧରି ମଧ୍ୟ ରହିପାରେ | <undefined />

Quick Facts Nausea, ବିଭାଗ ...

ସାଧାରଣ କାରଣଗୁଡ଼ିକ ମଧ୍ୟରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ ଖାଦ୍ୟ ବିଷାକ୍ତତା ଅନ୍ତର୍ଭୁକ୍ତ | <undefined /> ଗୁରୁତର କାରଣ ମଧ୍ୟରେ ଅଗ୍ନାଶୟ ପ୍ରଦାହ ରୋଗ, ପିତ୍ତକୋଷ ରୋଗ, ଅନ୍ତନଳୀ ଅବରୋଧ, ଡାଏବେଟିକ କିଟୋଏସିଡୋସିସ୍, ଅଧିକ ଖପୁରୀ ମଧ୍ୟସ୍ଥ ଚାପ ବ ଇଣ୍ଟାକ୍ରାନିଆଲ୍ ଚାପ ଏବଂ ଆଡ୍ରେନାଲ୍ ସଙ୍କଟ ହୋଇପାରେ । <undefined /> ଅନ୍ୟାନ୍ୟ କାରଣ ମଧ୍ୟରେ ଗତି ରୋଗ, ଔଷଧ, ମଦ୍ୟପାନ, ଚିନ୍ତା, ଅବସାଦ ଏବଂ ଗର୍ଭ ଅସୁସ୍ଥି ଅନ୍ତର୍ଭୁକ୍ତ |[]

ଅଧିକାଂଶ ସମୟରେ ବିନା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସାରେ ବାନ୍ତି ଭଲ ହୋଇଯାଏ | [] ଆବଶ୍ୟକ ସ୍ଥଳେ ଚିକିତ୍ସାରେ ଆଣ୍ଟିଏମେଟିକ ବା ବାନ୍ତିରୋଧୀ ଔଷଧ ଯେପରିକି ଡାଇମେନହାଡ୍ରିନେଟ, ମେଟୋକ୍ଲୋପ୍ରାମାଇଡ metoclopramide ଏବଂ ଓଣ୍ଡାନସ୍ଟେରନ ଦିଆଯାଇପାରେ । [] ନିର୍ଦ୍ଦିଷ୍ଟ ଅନ୍ତର୍ନିହିତ କାରଣଗୁଡିକର ସମାଧାନ ଆବଶ୍ୟକ ହୋଇପାରେ | [] ଅଇ ଶବ୍ଦଟି ଲାଟିନ୍‌ର ନସିଆରୁ, ଗ୍ରୀକ୍ ଭାଷାର ναυσία -, nausia "ναυτία" - nautia, ସାମୁଦ୍ରକ ଅସୁସ୍ଥତାକୁ ବୁଝାଏ।  

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads