ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ
From Wikipedia, the free encyclopedia
ଲେଖା ଚାଲିଛି...
Quick Facts ଗୁରୁତ୍ବପୂର୍ଣ ଲକ୍ଷ୍ୟଗୁଡିକ, ପଦ୍ଧତିଗୁଡିକ ...
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ |
ଗୁରୁତ୍ବପୂର୍ଣ ଲକ୍ଷ୍ୟଗୁଡିକ |
---|
ନଲେଜ ରିଜନିଂ |
ପ୍ଲାନିଂ |
ମେସିନ ଲର୍ଣିଂ |
ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ |
କମ୍ପ୍ୟୁଟର ଭିଜନ |
ରୋବୋଟିକ୍ସ |
ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ |
ପଦ୍ଧତିଗୁଡିକ |
ସିମ୍ବଲିକ |
ଡିପ ଲର୍ଣିଂ |
ବାୟେସିଆନ ନେଟୱର୍କ |
ଏଭୋଲ୍ଯୁସନାରୀ ଆଲଗୋରିଦମ |
ଫିଲୋସଫି |
ଏଥିକ୍ସ |
ବଞ୍ଚିରହିବାର ଆଶଙ୍କା |
ଟ୍ଯୁରିଙ୍ଗ ପରୀକ୍ଷା |
ଚୀନ ଘର |
ବନ୍ଧୁତ୍ବପୂର୍ଣ ଏଆଇ |
ଇତିହାସ |
ଘଟଣାବଳୀ |
ପ୍ରଗତି |
ଏଆଇ ଶୀତ |
ପ୍ରଯୁକ୍ତି ବିଦ୍ୟା |
ପ୍ରୟୋଗ |
ପ୍ରକଳ୍ପ |
ପ୍ରୋଗ୍ରାମିଂ ଭାଷା |
ଗ୍ଲୋସରି |
ଗ୍ଲୋସରି |
Close
ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ବା କୁତ୍ରିମ ମସ୍ତିଷ୍କ ଜାଲ ହେଉଛି ଏକ କୁତ୍ରିମ ମସ୍ତିଷ୍କ ଯାହା ମନୁଷ୍ୟର ମସ୍ତିଷ୍କର ଅନୁସରଣ କରି ତିଆରି କରାହୋଇଛି[1] । ଏହି ପ୍ରକାରର ଆଲଗୋରିଦମ ନିଜେ ନିଜେ ଦିଆଯାଇଥିବା ଚିନ୍ହିତ ତଥ୍ୟରୁ ଶିଖିଥାଏ, ଏହାକୁ ପ୍ରୋଗ୍ରାମ ବା ନିୟମ ଦେଇ ଶିଖେଇବାକୁ ପଡ଼ିନଥାଏ । ଉଦାହରଣ ସ୍ୱରୂପ ଯଦି ଆମେ ଏହି ନ୍ୟୁରାଲ ନେଟୱର୍କକୁ ଗୁଡ଼ିଏ ବିଲେଇ ଛବି ଦେଇ ଶଖିବାକୁ କହିବା କି ଏହି ସବୁ ବିଲେଇ, ତେବେ ଏହା ଅନ୍ୟ ଏକ ନୂଆ ବିଲେଇ ଛବି ଆଣି ଏହାକୁ ଦେଲେ ଏହି ନ୍ୟୁରାଲ ନେଟୱର୍କ ଜାଣିପାରେକି ସେହି ଛବିଟିର ବିଲେଇ ଅଛି ।
ପ୍ରଥମେ ଏ.ଏନ.ଏନ. ମଣିଷର ମସ୍ତିଷ୍କ ଭଳି ସବୁ ସମସ୍ୟା ସମାଧାନ କରିବା ନିମନ୍ତେ ଉଦ୍ୟମ କରାଯାଉଥିଲା, କିନ୍ତୁ ସମୟକ୍ରମେ ଏହା ଜୀବବିଜ୍ଞାନଠୁ ଦୂରେଇଯାଇ ଏବେ କେବଳ ନିର୍ଦ୍ଧିଷ୍ଟ କେତେକ କାମରେ ଧ୍ୟାନ କେନ୍ଦ୍ରୀଭୂତ କରୁଅଛି ।