କାଠଯୋଡ଼ି ପଥରବନ୍ଧFrom Wikipedia, the free encyclopedia କାଠଯୋଡ଼ି ପଥରବନ୍ଧ ଓଡ଼ିଶାର କଟକ ସହରରେ ପ୍ରବାହିତ କାଠଯୋଡ଼ି ନଦୀ ଉପରେ ଥିବା ଏକ ନଦୀବନ୍ଧ । ଏହି ମୁଦି ସଦୃଶ ବନ୍ଧଟି କଟକ ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ଜଣେ ଓଡ଼ିଆ ସ୍ଥପତି ବାଇମୁଣ୍ଡିଙ୍କଦ୍ୱାରା ୯୮୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।[1] ପୁରୀଘାଟରୁ କାଠଯୋଡ଼ି ନଦୀବନ୍ଧର ଅର୍ଦ୍ଧାଂଶ ଓ କାଠଯୋଡ଼ି ନଦୀର ଦୃଶ୍ୟ
କାଠଯୋଡ଼ି ପଥରବନ୍ଧ ଓଡ଼ିଶାର କଟକ ସହରରେ ପ୍ରବାହିତ କାଠଯୋଡ଼ି ନଦୀ ଉପରେ ଥିବା ଏକ ନଦୀବନ୍ଧ । ଏହି ମୁଦି ସଦୃଶ ବନ୍ଧଟି କଟକ ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ଜଣେ ଓଡ଼ିଆ ସ୍ଥପତି ବାଇମୁଣ୍ଡିଙ୍କଦ୍ୱାରା ୯୮୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।[1] ପୁରୀଘାଟରୁ କାଠଯୋଡ଼ି ନଦୀବନ୍ଧର ଅର୍ଦ୍ଧାଂଶ ଓ କାଠଯୋଡ଼ି ନଦୀର ଦୃଶ୍ୟ