କୋଟପାଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
କୋଟପାଡ଼ (କ୍ରମିକ ସଂଖ୍ୟା: ୧୪୨) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କୋଟପାଡ଼ (ବି), କୋଟପାଡ଼ ବ୍ଳକ, କୁନ୍ଦ୍ରା ବ୍ଳକ, ବୋରିଗୁମ୍ମା ବ୍ଳକର କିଛି ଅଂଶ ଓ ବୈପାରୀଗୁଡ଼ା ବ୍ଳକର କିଛି ଅଂଶ ।[1][2]
Quick Facts କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୦,୫୬୭ |
ଜିଲ୍ଲା: | କୋରାପୁଟ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ନବରଙ୍ଗପୁର |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
Close
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ବିଜୁ ଜନତା ଦଳ ପ୍ରାର୍ଥୀ ଅଶୋକ କୁମାର ପାଙ୍ଗୀଙ୍କଠାରୁ ୩୧୩୨୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[3]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବାସୁଦେବ ମାଝି, ବିଜୁ ଜନତା ଦଳ ପ୍ରାର୍ଥୀ ଗୋପୀନାଥ ନାୟକଙ୍କଠାରୁ ୧୧,୨୩୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[4]