ଅନେକ ପ୍ରକାର କର୍କଟ ରୋଗ ଚିକିତ୍ସା ନିମନ୍ତେ ଥାଲିଡୋମାଇଡ ଏକ ଏକ ଔଷଧ ଓ ଏହି ରୋଗମାନଙ୍କର ନାମ ମଲ୍ଟିପ୍ଲ ମାୟେଲ From Wikipedia, the free encyclopedia
ଥାଲିଡୋମାଇଡ ଏକ ଔଷଧ ଯାହା ଅନେକ ପ୍ରକାର କର୍କଟ ରୋଗ ଚିକିତ୍ସା ନିମନ୍ତେ ଥାଲୋମିଡ ନାମରେ ବିକ୍ରୟ ହେଉଥିବା ଏକ ଔଷଧ ଓ ଏହି ରୋଗମାନଙ୍କର ନାମ ମଲ୍ଟିପ୍ଲ ମାୟେଲୋମା, ଗ୍ରାଫ୍ଟ ବନାମ ହୋଷ୍ଟ ରୋଗ ଓ ଅନେକ ରକମର ଚର୍ମ ରୋଗ ସହିତ ଜଟିଳ କୁଷ୍ଠ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | ଏହା ଅନେକ ଏଚ୍.ଆଇ.ଭି ରୋଗରେ ବ୍ୟବହୃତ ହେଉଥିବାବେଳେ ଅଧିକ ସ୍ତରର ଭୂତାଣୁ ଥିଲେ ଦିଆଯାଏ । [3] ଏହା ପାଟି ବାଟେ ଦିଆଯାଏ | [3]
Clinical data | |
---|---|
Pronunciation | /θəˈlɪdəmaɪd/[1] |
Trade names | Contergan, Thalomid, Talidex, others |
Synonyms | α-Phthalimidoglutarimide |
AHFS/Drugs.com | monograph |
MedlinePlus | a699032 |
data |
|
Pregnancy category |
|
Routes of administration | By mouth (capsules) |
Legal status | |
Legal status |
|
Pharmacokinetic data | |
Bioavailability | 90% |
Protein binding | 55% and 66% for the (R)-(+)- and (S)-(−)-enantiomers, respectively[2] |
Metabolism | Liver (minimally via CYP2C19-mediated 5-hydroxylation; mostly via non-enzymatic hydrolysis at the four amide sites)[2] |
Elimination half-life | 5–7.5 hours (dose-dependent)[2] |
Excretion | Urine, faeces[2] |
Identifiers | |
IUPAC name
| |
ECHA InfoCard | 100.000.029 |
Chemical and physical data | |
Formula | C13H10N2O4 |
Molar mass | ୨୫୮.୨୩ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାହୀନତା, ରାସ୍ ବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ | [3] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଟ୍ୟୁମର ଲାଇସିସ ସିଣ୍ଡ୍ରୋମ, ରକ୍ତ ଜମାଟ ବାନ୍ଧିବା ଓ ପେରିଫେରାଲ ନିଉରୋପାଥି ହୋଇପାରେ । [4] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ, ଯାହାଦ୍ୱାରା ଅଙ୍ଗ କିକୃତି ହୋଇପାରେ | [3] ପୁରୁଷମାନେ ଏହି ଔଷଧ ଖାଉଥିଲେ ସେମାନଙ୍କ ସାଥୀର ଗର୍ଭ ରୋକିବା ନିମନ୍ତେ କଣ୍ଡୋମ ବ୍ୟବହାର ସୁପାରିଶ କରାଯାଏ। [5] ଏହା ଏକ ଇମ୍ମ୍ୟୁନୋମୋଡ୍ୟୁଲେଟରି ଔଷଧ ଯାହା ବିବିଧ କ୍ରିୟା ମାଧ୍ୟମରେଟି ଜୀବକୋଷକୁ ଉତ୍ତେଜିତ କରେ ଓ ଟିଏନଏଫ ଉତ୍ପାଦନ ହ୍ରାସ କରେ | [3]
ଥାଲିଡୋମାଇଡ୍ ପ୍ରଥମେ ୧୯୫୭ ମସିହାରେ ପଶ୍ଚିମ ଜର୍ମାନୀରେ ବିକ୍ରୟ ହୋଇଥିଲା, ଯେଉଁଠାରେ ଏହା ବିନା ପ୍ରେସକ୍ରିପସନରେ ଉପଲବ୍ଧ ଥିଲା | [6] [7] ଥାଲିଡୋମାଇଡର ପ୍ରଥମ ବିକ୍ରୟ ସମୟରେ ଉଦ୍ବେଗ, ନିଦ୍ରା ସମସ୍ୟା, ମାନସିକ ଚାପ ଏବଂ ଗର୍ଭ ଜନିତ ସକାଳ ଅସୁସ୍ଥତା ପାଇଁ ଦିଆଯାଉଥିଲା | [8] [9] ଗର୍ଭଧାରଣରେ ଏହା ନିରାପଦ ବୋଲି ବିବେଚନା କରାଯାଉଥିଲା ବେଳେ ୧୯୬୧ ମସିହାରେ ଗର୍ଭସ୍ଥ ଜନ୍ମଗତ ତ୍ରୁଟି ବିଷୟରେ ଚିନ୍ତା କରାଯାଇଥିଲା ଏବଂ ସେହି ବର୍ଷ ୟୁରୋପରେ ବଜାରରୁ ଏହି ଔଷଧ ବାହାର କରାଯାଇଥିଲା। [8] [10] ଗର୍ଭାବସ୍ଥାରେ ଏହା ବ୍ୟବହାର କରିଥିବା ୧୦,୦୦୦ ମହିଳାଙ୍କ ମଧ୍ୟରୁ ପ୍ରାୟ ୪୦% ଶିଶୁ ଜନ୍ମ ସମୟରେ ମୃତ୍ୟୁ ବରଣ କରିଥିଲେ। [8] [3] ଯେଉଁମାନେ ବଞ୍ଚିଥିଲେ ସେମାନଙ୍କ ଅଙ୍ଗ, ଆଖି, ମୂତ୍ରନଳୀ ଏବଂ ହୃଦଘାତ ସମସ୍ୟା ରହିଥିଲା । [10] ଆମେରିକାର ବଜାରରେ ଏହାର ପ୍ରାରମ୍ଭିକ ପ୍ରବେଶକୁ ଏଫଡିଏରେ ଥିବା ଫ୍ରାନସିସ କେଲସି ପ୍ରତିରୋଧ କରିଥିଲେ। [11] ଥାଲିଡୋମାଇଡ ଜନିତ ଜନ୍ମ ଦୋଷ ଥିବା ଯୋଗୁ ଅନେକ ଦେଶରେ ଏହାର ଅଧିକ ନିୟନ୍ତ୍ରଣ ଓ ଯାଞ୍ଚ କରାଗଲା । [11] [10]
ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହା ୧୯୮୮ ମସିହାର ଅନୁମୋଦିତ ହୋଇଥିଲା। [3] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଅଛି । [12] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ହେଉଛି | [5] ଇଂଲଣ୍ଡରେ ୨୦୧୮ ମସିହାରେ ଏନଏଚଏସ ପ୍ରତି ମାସରେ ଏହାର ଖର୍ଚ୍ଚ ନିମନ୍ତେ ୧୧୯୪ ପାଉଣ୍ଡ ବ୍ୟୟ କରେ । [5] ଏହି ପରିମାଣ ୨୦୧୯ ମସିହାରେ ଆମେରିକାରେ $ ୯.୨୩୬ ବ୍ୟୟ ହୁଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.