ପ୍ରତିଭା ପାଟିଲ
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ପ୍ରତିଭା ଦେବୀସିଂହ ପାଟିଲ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି । ସେ ମହାରାଷ୍ଟ୍ର ପ୍ରଦେଶର ଜଲଗାଓଁ ଜିଲ୍ଲାର ନନ୍ଦଗାଓଁ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ତାଙ୍କର ପିତା ନାରାୟଣ ପାଗଲୁ ରାଓ ଜଣେ ମରାଠା ଥିଲେ ଓ ନାନା ସାହେବ ନାମରେ ପରିଚିତ ଥିଲେ।ପ୍ରତିଭା ତାଙ୍କ ପରିବାରର ସାତ ଜଣ ସନ୍ତାନମାନଙ୍କ ଭିତରୁ ଏକମାତ୍ର କନ୍ୟା ଥିଲେ ।[1]
Quick Facts Her Excellency ପ୍ରତିଭା ପାଟିଲ, ଭାରତର ପୂର୍ବତନ ରାଷ୍ଟ୍ରପତି ...
Her Excellency ପ୍ରତିଭା ପାଟିଲ | |
---|---|
ଭାରତର ପୂର୍ବତନ ରାଷ୍ଟ୍ରପତି | |
Incumbent | |
Assumed office ୨୫ ଜୁଲାଇ ୨୦୦୭ - ୨୫ ଜୁଲାଇ ୨୦୧୨ | |
ପ୍ରଧାନ ମନ୍ତ୍ରୀ | ମନମୋହନ ସିଂହ |
Vice President | ମହମ୍ମଦ ହମିଦ ଅନସାରୀ |
ପୂର୍ବ ଅଧିକାରୀ | ଏ. ପି. ଜେ. ଅବଦୁଲ କଲାମ |
ରାଜସ୍ଥାନର ରାଜ୍ୟପାଳ | |
କାର୍ଯ୍ୟକାଳ ୮ ନଭେମ୍ବର ୨୦୦୪ – ୨୩ ଜୁଲାଇ ୨୦୦୭ | |
ମୁଖ୍ୟମନ୍ତ୍ରୀ | ବସୁନ୍ଧରା ରାଜେ |
ପୂର୍ବ ଅଧିକାରୀ | ମଦନ ଲାଲ ଖୁରାନା |
ପର ଅଧିକାରୀ | Akhlaqur Rahman Kidwai |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1934-12-19) ୧୯ ଡିସେମ୍ବର ୧୯୩୪ (ବୟସ ୮୯) Nadgaon, Bombay Presidency, British India (now in Maharashtra, India) |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଦେବୀ ସିଂହ ଶେଖାୱତ |
ଶିକ୍ଷାନୁଷ୍ଠାନ | Mooljee Jetha College, Jalgaon Government Law College, Mumbai |
ପେଷା | ଓକିଲ |
Close