ଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନମଣ୍ଡଳୀ / From Wikipedia, the free encyclopedia
ଭଟଲୀ (କ୍ରମିକ ସଂଖ୍ୟା: ୫) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଟଲୀ ବ୍ଳକ, ସୋହେଲା ବ୍ଳକ ଓ ଅମ୍ବାଭୋନା ବ୍ଳକ ।[1][2]
Quick Facts ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ |
---|
ଭୋଟର ସଂଖ୍ୟା (୨୦୦୯): |
ଜିଲ୍ଲା: ବରଗଡ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବରଗଡ |
ପଞ୍ଚାୟତ ସମିତି: |
ଗ୍ରାମ ପଞ୍ଚାୟତ: |
ବିଜ୍ଞାପିତ ଅଞ୍ଚଳ ପରିଷଦ: |
ପୌର ପରିଷଦ: |
Close
ଗତ ୨୦୧୪ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁଶାନ୍ତ ସିଂ ସ୍ୱାଧୀନ ପ୍ରାର୍ଥୀ ସୁଶାନ୍ତ ମିଶ୍ରଙ୍କଠାରୁ ୩୭୫୮୧ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି ।[3]ଗତ ୨୦୦୯ ନିର୍ବାଚନରେ, ବିଜୁ ଜନତା ଦଳ ପ୍ରାର୍ଥୀ ସୁଶାନ୍ତ ସିଂହ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଦେବତାଙ୍କଠାରୁ ପ୍ରାୟ ୫,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[4]