ସର୍ବପଲ୍ଲୀ ରାଧାକୃଷ୍ଣନ
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ସର୍ବପଲ୍ଲୀ ରାଧାକୃଷ୍ଣନ ଜଣେ ଭାରତୀୟ ଦାର୍ଶନିକ, ରାଷ୍ଟ୍ରନୀତିଜ୍ଞ ତଥା ଶିକ୍ଷକ ଥିଲେ ଏବଂ ୧୯୬୨ରୁ ୧୯୬୪ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ ।[1]
Quick Facts ସର୍ବପଲ୍ଲୀ ରାଧାକୃଷ୍ଣନ, ଭାରତର ୨ୟ ରାଷ୍ଟ୍ରପତି ...
ସର୍ବପଲ୍ଲୀ ରାଧାକୃଷ୍ଣନ | |
---|---|
ଭାରତର ୨ୟ ରାଷ୍ଟ୍ରପତି | |
କାର୍ଯ୍ୟକାଳ ୧୩ ମଇ,୧୯୬୨ – ୧୩ ମଇ,୧୯୬୭ | |
ପ୍ରଧାନ ମନ୍ତ୍ରୀ | ଜବାହରଲାଲ ନେହେରୁ ଗୁଲଜାରିଲାଲ ନନ୍ଦା (କାର୍ୟକାରୀ) ଲାଲ ବାହାଦୁର ଶାସ୍ତ୍ରୀ ଗୁଲଜାରିଲାଲ ନନ୍ଦା (କାର୍ୟକାରୀ) ଇନ୍ଦିରା ଗାନ୍ଧୀ |
Vice President | ଜାକିର ହୁସେନ |
ପୂର୍ବ ଅଧିକାରୀ | ରାଜେନ୍ଦ୍ର ପ୍ରସାଦ |
ପର ଅଧିକାରୀ | ଜାକିର ହୁସେନ |
ଭାରତର ପ୍ରଥମ ଉପ-ରାଷ୍ଟ୍ରପତି | |
କାର୍ଯ୍ୟକାଳ ୧୩ ମଇ,୧୯୫୨ – ୧୨ ମଇ,୧୯୬୨ | |
ରାଷ୍ଟ୍ରପତି | ରାଜେନ୍ଦ୍ର ପ୍ରସାଦ |
ପର ଅଧିକାରୀ | ଜାକିର ହୁସେନ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1888-09-05)୫ ସେପ୍ଟେମ୍ବର ୧୮୮୮ ତିରୁଟ୍ଟନି, ଭାରତ |
ମୃତ୍ୟୁ | ୧୭ ଅପ୍ରେଲ ୧୯୭୫(1975-04-17) (ବୟସ ୮୬) ଚେନ୍ନାଇ, ଭାରତ |
ରାଜନୀତିକ ଦଳ | ସ୍ୱାଧୀନ |
ଜୀବନ ସାଥୀ | ଶିବକାମୁ |
ସନ୍ତାନ | ୫ ଝିଅ ୧ ପୁଅ |
ଶିକ୍ଷାନୁଷ୍ଠାନ | ମାଡ୍ରାସ ବିଶ୍ୱବିଦ୍ୟାଳୟ |
ପେଷା | ଦାର୍ଶନିକ ପ୍ରାଧ୍ୟାପକ |
Close