ରାଜେନ୍ଦ୍ର ପ୍ରସାଦ
ଭାରତର ପ୍ରଥମ ରାଷ୍ଟ୍ରପତି / From Wikipedia, the free encyclopedia
ରାଜେନ୍ଦ୍ର ପ୍ରସାଦ (ଉଚ୍ଚାରଣ (help·info) ହିନ୍ଦୀ : डा॰ राजेन्द्र प्रसाद; ୩ ଡିସେମ୍ବର ୧୮୮୪ - ୨୮ ଫେବ୍ରୁଆରୀ ୧୯୬୩) ହେଉଛନ୍ତି ଜଣେ ଭାରତୀୟ ରାଜନେତା, ଭାରତୀୟ ସାଧାରଣତନ୍ତ୍ରର ଜଣେ ସ୍ଥପତି, ପ୍ରଥମ ଭାରତୀୟ ରାଷ୍ଟ୍ରପତି (୨୬ ଜାନୁଆରୀ ୧୯୫୦ରୁ ୧୩ ମଇ ୧୯୬୨)। ସେ ହେଉଛନ୍ତି ଭାରତର ଏକମାତ୍ର ରାଷ୍ଟ୍ରପତି ଯିଏ ଦୁଇଥର ଏହି ପଦ ପାଇଁ ନିର୍ବାଚିତ ହୋଇଥିଲେ। [1]
Quick Facts ରାଜେନ୍ଦ୍ର ପ୍ରସାଦ, ଭାରତର ରାଷ୍ଟ୍ରପତି ...
ରାଜେନ୍ଦ୍ର ପ୍ରସାଦ | |
---|---|
ଭାରତର ରାଷ୍ଟ୍ରପତି | |
କାର୍ଯ୍ୟକାଳ ୨୬ ଜାନୁଆରୀ ୧୯୫୦ – ୧୩ ମଇ ୧୯୬୨ | |
ପ୍ରଧାନ ମନ୍ତ୍ରୀ | ଜବାହରଲାଲ ନେହେରୁ |
Vice President | ସର୍ବପଲ୍ଲୀ ରାଧାକୃଷ୍ଣନ |
ପୂର୍ବ ଅଧିକାରୀ | ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ (ଭାରତରଗଭର୍ଣ୍ଣର ଜେନେରାଲରୂପେ) |
ପର ଅଧିକାରୀ | ସର୍ବପଲ୍ଲୀ ରାଧାକୃଷ୍ଣନ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1884-12-03)୩ ଡିସେମ୍ବର ୧୮୮୪ ଜିରାଦେଇ ପଞ୍ଚାୟତ ସମିତି, ବିହାର, ଭାରତ |
ମୃତ୍ୟୁ | ୨୮ ଫେବୃଆରୀ ୧୯୬୩(1963-02-28) (ବୟସ ୭୮) ପାଟନା, ବିହାର |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରାଜବଂଶୀ ଦେବୀ |
ଶିକ୍ଷାନୁଷ୍ଠାନ | କଲିକତା ବିଶ୍ୱବିଦ୍ୟାଳୟ |
Close