From Wikipedia, the free encyclopedia
ସ୍ପାଇରୋନୋଲାକ୍ଟୋନ, ବ୍ୟବସାୟୀକ ନାମ ଆଲ୍ଡାକ୍ଟୋନ, ଏକ ଔଷଧ ଯାହା ପ୍ରାଥମିକ ଭାବରେ ଶରୀରରେ ହୃଦରୋଧ, ସିରୋସିସ ବା ବୃକ୍କ ରୋଗରେ ଜମୁଥିବା ତରଳ ପଦାର୍ଥର ଚିକିତ୍ସା ନିମନ୍ତେ ଦିଆଯାଏ ।[5] ଉଚ୍ଚ ରକ୍ତଚାପ, ଖାଦ୍ୟ ଦେଇ ମଧ୍ୟ କମ ରକ୍ତ ପଟାସିଅମ ଥିଲେ, ମହିଳାଙ୍କର ଅତ୍ୟଧିକ ବାଳ ବୃଦ୍ଧି ଓ ଅକାଳ ଯୌନକ୍ରାନ୍ତି (puberty) ଇତ୍ୟାଦି ଅବସ୍ଥାରେ ମଧ୍ୟ ବ୍ୟବହାର କରାଯାଏ[5] ଓ ହରମୋନ ରିପ୍ଲେସମେଣ୍ଟ ଥେରାପି ଆକାରରେ ଟ୍ରାନ୍ସଓମେନଙ୍କୁ ଦିଆଯାଏ । [7] ଏହା ପାଟିରେ ଦିଆଯାଏ ।[5]
Clinical data | |
---|---|
Pronunciation | /spɪˌroʊnəˈlæktoʊn, spaɪ-, spə-, -ˈrɒ-, -noʊ-/ or /ˌspaɪrənoʊˈlæktoʊn/[2][3][4] |
Trade names | Aldactone |
AHFS/Drugs.com | monograph |
MedlinePlus | a682627 |
Pregnancy category |
|
Routes of administration | Oral[5] |
ATC code |
|
Legal status | |
Legal status |
|
Pharmacokinetic data | |
Protein binding | 90%+[6] |
Metabolism | Hepatic CYP450 |
Elimination half-life | 1.3-2 hours |
Excretion | Urine, bile |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.122 |
Chemical and physical data | |
Formula | C24H32O4S |
Molar mass | 416.574 g/mol |
3D model (JSmol) | |
SMILES
| |
InChI
| |
(verify) |
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସାଧାରଣ ବିଦ୍ୟୁତ ବିଶ୍ଳେଷ୍ୟ (electrolyte abnormalities), ବିଶେଷତଃ ଅଧିକ ରକ୍ତ ପଟାସିଅମ, ବାନ୍ତି, ମୁଣ୍ଡବଥା, ରାସ ଓ ଯୌନ ଅନିଚ୍ଛା । ଯକୃତ ଓ ବୃକ୍କ ରୋଗ ଥିଲେ ଅଧିକ ସତର୍କତା ଆବଶ୍ୟକ ।[5] ଗର୍ଭାବସ୍ଥାରେ ଏହି ଔଷଧର ଗୁଣର ଭଲରୂପେ ଅନୁଶୀଳନ ହୋଇନାହିଁ, ତେଣୁ ଗର୍ଭାବସ୍ଥା ଉଚ୍ଚ ରକ୍ତଚାପରେ ଏହା ଦେବା ଉଚିତ ନୁହେଁ ।[8] ଏହା ଏକ ସ୍ଟିରଏଡ ଯାହା ମିନେରାଲ କର୍ଟିକଏଡ ରିସେପ୍ଟରକୁ ଅବରୋଧ କରେ । ଏହା ଆଣ୍ଡ୍ରୋଜେନ ଓ ପ୍ରୋଜେସ୍ଟେରନ ଆଦିକୁ ମଧ୍ୟ ଅବରୋଧ କରେ । ଏହା ପଟାସିଅମ ସ୍ପେୟାରିଙ୍ଗ ଡାଇୟୁରେଟିକ ଶ୍ରଣୀର ଔଷଧ ।[5]
ସନ ୧୯୫୯ରେ ସ୍ପାଇରୋନୋଲାକ୍ଟୋନ ଉପସ୍ଥାପନ କରାଯାଇଥିଲା ।[9][10] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[11] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[5] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୦୨ରୁ ୦.୧୨ ଆମେରିକୀୟ ଡଲାର ।[12] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାଇ ଦୈନିକ ମୂଲ୍ୟ ୦.୫୦ ଆମେରିକୀୟ ଡଲାର ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.